ETV Bharat / state

ନବରଙ୍ଗପୁରରେ ଅଜଣା ଜନ୍ତୁ ଆତଙ୍କ

ଅଜଣା ଜନ୍ତୁ ଆକ୍ରମଣ ନେଇ ଆତଙ୍କିତ ଲୋକେ । ବନ ବିଭାଗ ଘଟଣାର ତଦନ୍ତ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

People are terrified of an unknown animal attack in nabrangpur
ଅଜଣା ଜନ୍ତୁ ଆକ୍ରମଣ ନେଇ ଆତଙ୍କିତ ଲୋକେ
author img

By

Published : Feb 8, 2021, 3:37 PM IST

ନବରଙ୍ଗପୁର: ଅଜଣା ଜନ୍ତୁ ଆକ୍ରମଣ ନେଇ ଆତଙ୍କିତ ଲୋକେ । ଅଜଣା ଜନ୍ତୁ ଆକ୍ରମଣରେ ଗଲାଣୀ 2 ଗୋରୁଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଗାଦବାକତରା ଗାଁରୁ । ଗାଁ ନିକଟରେ ଆମ୍ବପାଣି ଘାଟି ଜଙ୍ଗଲ ରହିଥିବାରୁ ଏହି ଅଜଣା ଜନ୍ତୁଟି ବାଘ ହୋଇଥାଏ ପାରେ ବୋଲି ଲୋକେ ସନ୍ଦେହ କରିଛନ୍ତି ।

ଅଜଣା ଜନ୍ତୁ ଆକ୍ରମଣ ନେଇ ଆତଙ୍କିତ ଲୋକେ

କିଛି ଦିନ ପୂର୍ବରୁ ଆମ୍ବପାଣି ଘାଟିରେ ରାତିରେ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏହି ଅଜଣା ଜନ୍ତୁଟି ବାଘ ହୋଇଥାଏ ପାରେ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ବର୍ତ୍ତମାନ ସେହି ବାଘ ଗାଁରେ ପଶି ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଛି। ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ସେପଟେ ଏହି ଘଟଣା ନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ ପ୍ରାଥମିକ ତଦନ୍ତ କରି ନଥିବା ଗ୍ରାମବାସୀ କହିଛନ୍ତି l

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.