ETV Bharat / state

ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜ୍ୟପାଳ

author img

By

Published : Oct 22, 2019, 1:38 PM IST

ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଗସ୍ତ ସମୟରେ ସ୍ଥାନୀୟ ହିରଲୀ ସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଗସ୍ତ ସମୟରେ ସ୍ଥାନୀୟ ହିରଲୀ ସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ । ଏହି ଅବସରରେ ସ୍କୁଲ ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ନବରଙ୍ଗପୁର

ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଭାରତୀୟ ମହନୀୟ ସଂସ୍କୃତି ଓ ଓଡିଶା ପରମ୍ପରା ବିଷୟରେ ଆଲୋଚନା କରିଥିଲେ ରାଜ୍ୟପାଳ । ଭାରତୀୟ ମହର୍ଷି ଓ ବେଦ ଉପନିଷଦ ହିଁ ବିଶ୍ବଗୁରୁ ସାଜି ସାରା ବିଶ୍ବକୁ ମାର୍ଗ ଦେଖାଇଛନ୍ତି ବୋଲି ମତ ଦେଇଥିଲେ। ଏଥିସହିତ ରାମାୟଣ ଓ ମହାଭାରତର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ପରାମର୍ଶ ଦେଇଥିଲେ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ରାଜ୍ୟପାଳ ଙ୍କ ଗ୍ରସ୍ତ
ଫର୍ମାଟ - ଏଭିବି, ୨୨/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------
ଆଙ୍କର - ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଙ୍କ ଦିନିକିଆ ନବରଙ୍ଗପୁର ଗ୍ରସ୍ତ ରେ ଆସି ସ୍ଥାନୀୟ ହିରଲୀ ସ୍ଥିତ ଏକଲବ୍ୟ ମୋଡେଲ ସ୍କୁଲ ର କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଏହି ଅବସରରେ ସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରାଜ୍ୟପାଳ ଉପସ୍ଥିତ ସ୍କୁଲ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଭାରତୀୟ ମହନୀୟ ସଂସ୍କୃତି ଓ ଓଡିଶା ପରମ୍ପରା ବିଷୟରେ ଆଲୋଚନା କରିଥିଲେ । ଭାରତୀୟ ମହର୍ଷି ଓ ବେଦ ଉପନିଷଦ ହିଁ ବିଶ୍ୱଗୁରୁ ସାଜି ବିଶ୍ୱକୁ ମାର୍ଗ ଦେଖାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏହାସହ ରାମାୟଣ ଓ ମହାଭାରତ ର ଉଦାହରଣ ଦେଇ ଛାତ୍ରଛାତ୍ରୀ ଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବାପାଇଁ ପରାମର୍ଶ ଦେଇଥିଲେ ।
ବାଇଟ - ୧- ପ୍ରଫେସର ଗଣେଶି ଲାଲ (ରାଜ୍ୟପାଳ)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.