ETV Bharat / state

ଓଡ଼ିଶା ଛତିଶଗଡ଼ ସୀମା ନାକାବନ୍ଦୀ କଲେ ପ୍ରଶାସନ

author img

By

Published : Apr 2, 2020, 3:53 PM IST

ଆକ୍ସନ ମୋଡରେ ଉମରକୋଟ ପୋଲିସ । ଓଡିଶା ଛତିଶଗଡ଼ ସୀମାରେ ନାକାବନ୍ଦୀ ଯୋଗୁଁ ଉମରକୋଟ ସହର ହେଲା ଶୂନଶାନ । ଅଧିକ ପଢନ୍ତୁ...

Odisha-Chhattisgarh border sealed by administration
ଓଡ଼ିଶା ଛତିଶଗଡ଼ ସୀମା ନାକାବନ୍ଦୀ କଲେ ପ୍ରଶାସନ

ନବରଙ୍ଗପୁର: ଆକ୍ସନ ମୋଡରେ ଉମରକୋଟ ପୋଲିସ । ଓଡିଶା ଛତିଶଗଡ଼ ସୀମାରେ ନାକାବନ୍ଦୀ ଯୋଗୁଁ ଉମରକୋଟ ସହର ହେଲା ଶୂନଶାନ । ଏପରିକି ପୋଲିସ ଓ ପ୍ରଶାସନର ସଚେତନ ବାର୍ତ୍ତାରେ ସହମତି ଜଣାଇଛନ୍ତି ଲୋକେ । କୋରୋନାକୁ ଖାତିର ନ କରି ବିନା କାରଣରେ ବାହାରେ ବୁଲୁଥିବା କିଛି ରୋଡ଼୍ ରୋମିଓଙ୍କୁ ଆଜିଠୁ ସାବାଡ କରିବ ଉମରକୋଟ ପୋଲିସ ।

ନିୟମ ଉଲଙ୍ଘନକାରୀଙ୍କ ଗାଡ଼ି ଜବତ କରିବା ସହ ଆବଶ୍ୟକ ସ୍ଥଳେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଛତିଶଗଡରୁ ବିନା କାରଣରେ ଆସୁଥିବା ଗାଡିକୁ ଓଡିଶାକୁ ପ୍ରବେଶ କରିବାକୁ ନିଷେଧ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.