ETV Bharat / state

ପୋଲିସ ଇନଫର୍ମର ସନ୍ଦେହରେ ଆଦିବାସୀଙ୍କୁ ନକ୍ସଲଙ୍କ ହତ୍ୟା

author img

By

Published : Feb 12, 2019, 12:20 PM IST

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ନକ୍ସଲ ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପୁଣିଥରେ ରକ୍ତମୁଖା ହୋଇଉଠିଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ଜିଲ୍ଲାର ରାଇଘର ବ୍ଲକ ହଲଦି ପଞ୍ଚାୟତର ଭେନସ ଗ୍ରାମର ଟୁନୁ ଗଣ୍ଡ।

ସୋମବାର ବିଳମ୍ବିତ ରାତିରେ ଟୁନୁର ଘରକୁ ଆସି ତାକୁ ଡାକିଥିଲେ । ଟୁନୁ ବାହାରକୁ ଆସିବା ପରେ ନକ୍ସଲ ତାଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଯାଇ ସେଠାରେ ତାର ବେକ କାଟି ହତ୍ୟା କରିଛନ୍ତି। ପରେ ସେଠାରେ ହିନ୍ଦୀରେ ଲେଖାଥିବା ଏକ ଚିଠି ଛାଡ଼ି ଯାଇଛନ୍ତି। ଚିଠିରେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି ବୋଲି ନକ୍ସଲ ଜଣାଇଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

ପୋଲିସ ଇନଫର୍ମର ସନ୍ଦେହରେ ଆଦିବାସୀଙ୍କୁ ନକ୍ସଲଙ୍କ ହତ୍ୟା

ନବରଙ୍ଗପୁର: ପୁଣି ଥରେ ନକ୍ସଲମାନେ ରକ୍ତମୁଖା ହୋଇଉଠିଛନ୍ତି । ପୋଲିସ ଇନପର୍ମର ସନ୍ଦେହରେ ଜଣେ ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି ରାଇଘର ବ୍ଲକ ହଲଦି ପଞ୍ଚାୟତର ଭେନସ ଗ୍ରାମର ଟୁନୁ ଗଣ୍ଡ । 

ଗତକାଲି ବିଳମ୍ବିତ ରାତିରେ ଟୁନୁର ଘରକୁ ଆସି ଡାକିଥିଲେ । ଟୁନୁ ବାହାରକୁ ଆସିବା ପରେ ନକ୍ସଲମାନେ ତାଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇଯାଇ ସେଠାରେ ତାର ବେକ କାଟି ହତ୍ୟା କରିଛନ୍ତି । ପରେ ସେଠାରେ ଏକ ହିନ୍ଦୀରେ ଲେଖାଥିବା ଏକ ଚିଠି ଛାଡ଼ି ଯାଇଛନ୍ତି । ଚିଠିରେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି ବୋଲି ନକ୍ସଲମାନେ ଉଲ୍ଲେଖ କରିଛନ୍ତି । 

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.