ETV Bharat / state

ଚାଷୀଙ୍କ ପଙ୍ଗପାଳ ଅଭିଯୋଗ, କୃଷି ଅଧିକାରୀ କହିଲେ ଝିଣ୍ଟିକା - Locusts Enter Nabrangpur

ପଙ୍ଗପାଳଙ୍କୁ ନେଇ ଭୟଭୀତ ଜିଲ୍ଲାର ନନ୍ଦାହାଣ୍ଡି ବ୍ଳକର ଚାଷୀ । ନିଜ ଅଞ୍ଚଳରେ ପଙ୍ଗପାଳ ଆସିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Nandahandi Block farmers alleged Locusts Enter Nabrangpur !
ଚାଷୀଙ୍କ ପଙ୍ଗପାଳ ଅଭିଯୋଗ, କୃଷି ଅଧିକାରୀ କହିଲେ ଝିଣ୍ଟିକା
author img

By

Published : Jun 29, 2020, 3:29 AM IST

ନବରଙ୍ଗପୁର: ପଙ୍ଗପାଳଙ୍କୁ ନେଇ ଭୟଭୀତ ଜିଲ୍ଲାର ନନ୍ଦାହାଣ୍ଡି ବ୍ଳକର ଚାଷୀ । ନିଜ ଅଞ୍ଚଳରେ ପଙ୍ଗପାଳ ଆସିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ପଙ୍ଗପାଳ ଅଭିଯୋଗ, କୃଷି ଅଧିକାରୀ କହିଲେ ଝିଣ୍ଟିକା

ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେବ ପଙ୍ଗପାଳ ମାନେ ଆସି ବିଭିନ୍ନ ଗଛ ପତ୍ର ପ୍ରବଳ ବେଗରେ ଖାଇ ଚାଲିଛନ୍ତି । ଫଳରେ ଆଗକୁ ଚାଷୀମାନେ ନିଜ ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା କରିଛନ୍ତି । ଏଥି ପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବା ସହ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ତେବେ ଚାଷୀମାନେ ପଙ୍ଗପାଳ ଅଭିଯୋଗ ଆଣିଥିବା ପକୃତ ପଙ୍ଗପାଳ କି ନାହିଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ ପଙ୍ଗପାଳ ଅଭିଯୋଗକୁ ଖଣ୍ଡନ କରିବା ସହ, ଏକପ୍ରକାର ଝିଣ୍ଟିକା ବୋଲି କହିଛନ୍ତି । କୃଷି ବିଭାଗ ପଙ୍ଗପାଳ ନିରାକରଣ ଦିଗରେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.