ETV Bharat / state

ବିଗିଡିଲା ନବରଙ୍ଗପୁର ସାଂସଦଙ୍କ ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ - ସାଂସଦ ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡିବା ପରେ ତାଙ୍କୁ ପ୍ରଥମେ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ବାସ୍ଯାବସ୍ଥା ଅଧିକ ଖରାପ ହେବାରୁ ପରେ ତାଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବିଗିଡିଲା ନବରଙ୍ଗପୁର ସାଂସଦଙ୍କ ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ

author img

By

Published : Sep 12, 2020, 3:58 PM IST

Updated : Sep 12, 2020, 4:27 PM IST

ନବରଙ୍ଗପୁର: ସାଂସଦ ରମେଶ ଚନ୍ଦ୍ର ମାଝୀ ଅସୁସ୍ଥ । ଗତ ସେପ୍ଟେମ୍ବର 4 ତାରିଖ ଦିନ ତାଙ୍କ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା । ତେବେ ସେ ସେବେଠୁ ନିଜର ଉମରକୋଟ ବାସଭବନରେ ହୋମ ଆଇସୋଲେସନ ଥିଲେ । ମାତ୍ର ଆଜି (ଶନିବାର) ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ପ୍ରଥମେ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବିଗିଡିଲା ନବରଙ୍ଗପୁର ସାଂସଦଙ୍କ ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ

ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ପରେ ତାଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

Last Updated : Sep 12, 2020, 4:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.