ETV Bharat / state

ନବରଙ୍ଗପୁର କାରପୋଡି ଘଟଣା, ଭିଡିଓ ଜାରି କଲା ପୋଲିସ

କଂଗ୍ରେସର ଜିଲ୍ଲା ବନ୍ଦ ପାଳନ ବେଳେ ହୋଇଥିବା କାର ପୋଡି ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଜାରି କରିଛି।

nabarangpur
ନବରଙ୍ଗପୁର କାରପୋଡି ଘଟଣା, ଭିଡିଓ ଜାରି କଲା ପୋଲିସ
author img

By

Published : Jan 3, 2020, 7:16 PM IST

ନବରଙ୍ଗପୁର: କଂଗ୍ରେସର ଜିଲ୍ଲା ବନ୍ଦ ପାଳନ ବେଳେ ହୋଇଥିବା କାର ପୋଡି ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଜାରି କରିଛି। ପୋଡାଯାଇଥିବା କାରକୁ କିଏ, କିପରି ଆଣିଥିଲା ତାହା ଏହି ଫୁଟେଜରେ ଦେଖାଯାଇଛି। ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁର କାରପୋଡି ଘଟଣା, ଭିଡିଓ ଜାରି କଲା ପୋଲିସ

ନବରଙ୍ଗପୁରର କୋଷାଗୁମୁଡା ବ୍ଲକର ଗୁମଣ୍ଡଳୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନରେ ବିଳମ୍ବକୁ ନେଇ କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା। ବନ୍ଦ ପାଳନ ବେଳେ ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁରର ମୀରାଅଟୋ ଛକ ନିକଟରେ ଗୋଟିଏ କାର ପୋଡି ହୋଇଥିଲା। ଯାହାର ସିସିଟିଭି ଫୁଟେଜ ପୋଲିସ ଜାରି କରିଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - କଂଗ୍ରେସ ର ଜିଲ୍ଲା ବନ୍ଦ ଡାକରା ବେଳେ କାର ପୋଡି ର ଭିଡିଓ ଜାରି କଲା ନବରଙ୍ଗପୁର ପୋଲିସ
ଫର୍ମାଟ - ଏଭିଓ, ୦୩/୦୧/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------
ଆଙ୍କର - ଗତ ଡିସେମ୍ବର ୧୪ ତାରିଖ ଦିନ କୋଷାଗୁମୁଡା ବ୍ଲକ ଗୁମଣ୍ଡଳୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପୋଷ୍ଟ ମର୍ଟମ ରିପୋର୍ଟ ପ୍ରଦାନ ରେ ବିଳମ୍ବ ଘଟଣା କୁ ନେଇ କଂଗ୍ରେସ ର ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ମୀରାଅଟୋ ଛକ ନିକଟରେ ଗୋଟିଏ କାର ପୋଡିବା ଘଟଣାରେ ପୋଲିସ ତରଫରୁ ଆଜି ସିସିଟିଭି ଫୁଟେଜ ଜାରି କରାଯାଉଛି । ସେହି କାର ଟିକୁ କିଭଳି ଅବସ୍ଥାରେ ଅଣାଯାଇଥିଲା ଏବଂ କିଏ ଆଣିଥିଲେ ସେନେଇ ତଦନ୍ତ ଚଲାଇଛି ପୋଲିସ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.