ETV Bharat / state

ରାହୁଲଙ୍କୁ EDର ବାରମ୍ବାର ସମନ୍‌, ବିକ୍ଷୋଭ କରିବ ନବରଙ୍ଗପୁର କଂଗ୍ରେସ - ନବରଙ୍ଗପୁର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

୪ ଦିନ ହେଲା ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି ନବରଙ୍ଗପୁର କଂଗ୍ରେସ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ EDର ବାରମ୍ବାର ସମନ୍‌, ବିକ୍ଷୋଭ ପ୍ରଦର୍ଶନ କରିବ ନବରଙ୍ଗପୁର କଂଗ୍ରେସ

author img

By

Published : Jun 16, 2022, 6:48 PM IST

ନବରଙ୍ଗପୁର: ନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ଗତ ୪ ଦିନ ହେଲା ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ରାହୁଲଙ୍କୁ ବାରମ୍ବାର ନୋଟିସ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି କଂଗ୍ରେସ ନେତା ଓ କର୍ମୀ । ଏହାକୁ ନେଇ ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛି ନବରଙ୍ଗପୁର କଂଗ୍ରେସ ।

ରାହୁଲ ଗାନ୍ଧୀଙ୍କୁ EDର ବାରମ୍ବାର ସମନ୍‌, ବିକ୍ଷୋଭ ପ୍ରଦର୍ଶନ କରିବ ନବରଙ୍ଗପୁର କଂଗ୍ରେସ

ବିରୋଧୀଙ୍କ ପ୍ରତି ମୋଦିଙ୍କ ଏଭଳି ଆଭିମୁଖ୍ୟ ଭାରତ ରାଜନୀତି ଇତିହାସରେ ଏକ କଳା ଇତିହାସ ସୃଷ୍ଟି କରିବାକୁ ଯାଉଛି ବୋଲି କହିଛନ୍ତି ନବରଙ୍ଗପୁର କଂଗ୍ରେସ ସଭାପତି ମୁନା ତ୍ରିପାଠୀ । ଗତକାଲି(ବୁଧବାର) ରାହୁଲ ଗାନ୍ଧୀଙ୍କୁ ଇଡିର ଜେରାକୁ ନେଇ ରାଜଧାନୀ ଦିଲ୍ଲୀ AICC କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ କାର୍ଯ୍ୟାଳୟ ଭିତରକୁ ସାଂସଦ ଓ ନେତାଙ୍କୁ ଗିରଫ କରିଥିଲା । ପୋଲିସର ଏଭଳି ଗୁଣ୍ଡାରାଜ ବିରୋଧରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର କଂଗ୍ରେସ ସଭାପତି ମୁନା ତ୍ରିପାଠୀ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.