ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RTO

ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢାଉ । ଲାଞ୍ଚ କାରବାର ଘଟଣା ନେଇ ଆରଟିଓ ଗଣେଶ୍ବର କହଁରଙ୍କ ବାସଭବନ ସମେତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।

author img

By

Published : Mar 6, 2020, 10:12 AM IST

Vigilance Scanner
ଆରଟିଓ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର: ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢାଉ । ଲାଞ୍ଚ କାରବାର ଘଟଣା ନେଇ ଆରଟିଓ ଗଣେଶ୍ବର କହଁରଙ୍କ ବାସଭବନ ସମେତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।

ଆରଟିଓ ଘରେ ଭିଜିଲାନ୍ସ ଚଢାଉ

ଗଣେଶ୍ବର ଜଣେ ଲକ୍ଷ୍ମୀ ହରିଜନ ନାମକ ଯୁବକକୁ ଚାକିରି କରାଇଦେବା ନାଁରେ ଟଙ୍କା ନେବା ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି । ତେବେ ତାଙ୍କ ଭଡାଘର ଓ ଅଫିସ ସହିତ କନ୍ଧମାଳ ଓ ବୌଦ୍ଧ, ଗଜପତି ଓ ଭୁବନେଶ୍ବରରେ ଥିବା ଘରେ ଏକକାଳୀନ ଚଢାଉ ହେଉଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.