ETV Bharat / state

ବ୍ୟାଙ୍କ କ୍ୟାସିଅରଙ୍କ ଟଙ୍କାବ୍ୟାଗ ଝାମ୍ପି ପାରିଲେନି ବ୍ଲାକ ପଲସର ଲୁଟେରା, ଦେଖନ୍ତୁ ଭିଡିଓ - ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ

ନବରଙ୍ଗପୁରରେ ବ୍ଲାକ ପଲସର ଲୁଟେରାଙ୍କ ଲୁଟ ଉଦ୍ୟମ ଫେଲ ମାରିଛି । ତୁମ୍ବରଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କ୍ୟାସିଅରଙ୍କ ଠାରୁ ୫ଲକ୍ଷ ଟଙ୍କା ଝାମ୍ଫି ନପାରି ଫେରାର ହୋଇଯାଇଛନ୍ତି ଲୁଟେରା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ନବରଙ୍ଗପୁର
author img

By

Published : Nov 19, 2019, 11:00 PM IST

ନବରଙ୍ଗପୁର: କ୍ୟାସିଅରଙ୍କ ସାହାସ ଯୋଗୁଁ ବିଫଳ ହୋଇଛି ଲୁଟେରାଙ୍କ ବ୍ଲାକ ପଲସରରେ ଟଙ୍କା ଲୁଟ ଉଦ୍ୟମ । ତୁମ୍ବରଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କ୍ୟାସିଅରଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ କରିପାରି ନାହାନ୍ତି ଡ଼କାୟତ ।

ଟଙ୍କା ଲୁଟ ଉଦ୍ୟମ କ୍ୟାସିଅରଙ୍କ ସାହାସ ଯୋଗଁ ବିଫଳ

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କ୍ୟାସିଅର ସନ୍ତୋଷ ମହନ୍ତ ନବରଙ୍ଗପୁର SBI ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଉଠାଇ ତୁମ୍ବରଲା ବ୍ୟାଙ୍କ ଫେରିବାକୁ ନବରଙ୍ଗପୁର ରାସ୍ତା ଉପରେ ଠିଆ ହୋଇଥିଲେ । ଏହି ସମୟରେ ସହର ମଧ୍ୟଭାଗରେ କଳା ପଲସର ଗାଡ଼ିରେ ଦୁଇଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ କ୍ୟାସିଅର ସନ୍ତୋଷ ମହନ୍ତଙ୍କ ସାହାସିକତା କାରଣରୁ ଟଙ୍କା ନେବାରେ ସଫଳ ହୋଇପାରିନଥିଲେ ଦୁର୍ବୃତ୍ତ। ଦୁର୍ବୁତ୍ତ ମାନେ ଟଙ୍କା ବ୍ୟାଗକୁ ଛଡାଇ ନେବାକୁ ଚେଷ୍ଟା କରୁଥିବା ଦୃଶ୍ୟ ନିକଟରେ ଥିବା ଦୋକାନ ଗୁଡିକରେ ଥିବା ସିସିଟିଭି ଗୁଡିକରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଦିନ ଦ୍ବିପହରରେ ନବରଙ୍ଗପୁର ସହର ମଧ୍ୟରେ ଏପରି ଟଙ୍କା ଲୁଟ ଉଦ୍ୟମକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Slug--ଟଙ୍କା ଲୁଟ ଉଦ୍ୟମ ପଣ୍ଡ
ଫର୍ମାଟ--ଏଭିବି--19/11/19
ରିପୋର୍ଟ--ତପନ ବିଷୋୟୀ-ନବରଙ୍ଗପୁର
----------------------------------------------------

ଆଙ୍କର- ନବରଙ୍ଗପୁର ତୁମ୍ବରଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କେସିଅରଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ କରିଥିବା ବେଳେ ଡ଼କାୟତ ଙ୍କ ଉଦ୍ୟମ ପଣ୍ଡ ହୋଇଛି । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର କ୍ୟାସିଅର ସନ୍ତୋଷ ମହନ୍ତ ନବରଙ୍ଗପୁର SBI ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଉଠାଇ ତୁମ୍ବରଲା ବ୍ୟାଙ୍କ ଫେରିବାକୁ ନବରଙ୍ଗପୁର ରାସ୍ତା ଉପରେ ଠିଆ ହୋଇ ଥିଲେ । ଏହି ସମୟରେ ସହର ମଧ୍ୟ ଭାଗରେ କଳା ପଲସର ଗାଡ଼ିରେ ଦୁଇଜଣ ଦୁବୃତ ଆସି ଟଙ୍କା ବ୍ୟାଗ କୁ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ କେସିଅର ସନ୍ତୋଷ ମହନ୍ତଙ୍କ ସାହାସିକତା କାରଣରୁ ଟଙ୍କା ନେବାରେ ସଫଳ ହୋଇପାରିନଥିଲେ ଦୁବୃତ। ଦୁର୍ବୁତ୍ତ ମାନେ ଟଙ୍କା ବ୍ୟାଗ କୁ ଛଡାଇ ନେବା କୁ ଚେଷ୍ଟା କରୁଥିବା ଦୃଶ୍ୟ ନିକଟରେ ଥିବା ଦୋକାନ ଗୁଡିକରେ ଥିବା ସିସିଟିଭି ଗୁଡିକରେ କୟଦ ହୋଇଥିବା ଦେଖିବାକୁ ମିଳିଛି । ଦିନ ଦି ପହର ରେ ନବରଙ୍ଗପୁର ସହର ମଧ୍ୟରେ ଏପରି ଟଙ୍କା ଲୁଟ ଉଦ୍ୟମକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।
ବାଇଟ--ସନ୍ତୋଷ ମହନ୍ତ-- ବ୍ୟାଙ୍କ କ୍ୟାସିଅରBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.