ETV Bharat / state

ନିରାଡମ୍ବରରେ ସରିଲା ମା’ ଇଂଗଲାଇନି ଦେବୀଙ୍କ ବାର୍ଷିକ ଯାତ୍ରା - maa englain devi

ନିରାଡମ୍ବର ଭାବରେ ପାଳନ ହେଲା ନବରଙ୍ଗପୁରର ମା’ ଇଂଗଲାଇନି ଦେବୀଙ୍କ ବାର୍ଷିକ ଯାତ୍ରା । ଅଧିକ ପଢନ୍ତୁ...

ମା ଇଂଗଲାଇନି ଦେବୀ
ମା ଇଂଗଲାଇନି ଦେବୀ
author img

By

Published : May 5, 2021, 11:10 AM IST

ନବରଙ୍ଗପୁର: ଜିଲ୍ଲାରେ ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଠାରେ ଅନୁଷ୍ଠିତ ହୋଇଛି ମା’ ଇଂଗଲାଇନି ଦେବୀଙ୍କ ବାର୍ଷିକ ଯାତ୍ରା । କୋଭିଡ କଟକଣା ମଧ୍ୟରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ଯାତ୍ରା ।

ନିରାଡମ୍ବରରେ ସରିଲା ମା ଇଂଗଲାଇନି ଦେବୀଙ୍କ ବାର୍ଷିକ ଯାତ୍ରା

ଆଦିବାସୀ ପରମ୍ପରା ଅନୁଯାୟୀ ମା’ ଇଂଗଲାଇନି ଦେବୀଙ୍କ ପ୍ରତୀକ ଲାଠି,କୂର୍ଚି, ଖଣ୍ଡା, ଛତର ଆଦିକୁ ରୀତିନୀତି ଅନୁଯାୟୀ ଦ୍ବୀପ, ଧୂପ, ଫୁଲ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯାଇ ଯାତ୍ରା ସମ୍ପନ୍ନ କରାଯାଇଛି l ଏଥିରେ ବିଭିନ୍ନ ଅଞ୍ଚଳର ମାନସିକଧାରୀ ମାନେ ମେଣ୍ଢା, କୁକୁଡ଼ା, ହଂସ, ପାରୁଆ, ନଡ଼ିଆ ଆଦି ଧରି ପୂଜାର୍ଚ୍ଚନା କରିବାଥିବା ଦେଖିବାକୁ ମିଳିଛି । ଏଥିରେ ଗୁରୁମାଇନି, ସିରାମାନେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରିବାର ଦେଖିବାକୁ ମିଳିଛି । କୋରୋନା ପ୍ରକୋପ ଥିବାରୁ ନିରାଡମ୍ବର ଭାବରେ ଏହି ଯାତ୍ରା ପାଳନ ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.