ETV Bharat / state

ଖୁଟୁବାଇ ବିଦ୍ୟାଳୟରେ ଶହୀଦ ଦିବସ ପାଳିତ

ପାପଡାହାଣ୍ଡି ବ୍ଲକ ଖୁଟୁଵାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଶହୀଦ ଦିବସ ପାଳନ କରାଯାଇଛି । ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରି ଖୁଟୁବାଇ ଗ୍ରାମର ସମସ୍ତ ସାହି ବୁଲି ଶହୀଦଙ୍କ ବାର୍ତ୍ତା ପହଞ୍ଚାଇବା ସହ ସମସ୍ତଙ୍କୁ ସଚେତନ କରିଥିଲେ ।

author img

By

Published : Aug 25, 2019, 2:18 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଖୁଟୁଵାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଶହୀଦ ଦିବସ ପାଳନ କରାଯାଇଛି । ଛାତ୍ରଛାତ୍ରୀମାନେ ଆଡମ୍ବର ସହକାରେ ଏହି ଦିବସକୁ ପାଳନ କରିଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇ ଶହୀଦଙ୍କ ନାମ ଉଚ୍ଚାରଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଶହୀଦଙ୍କ ନାମ ଉଚ୍ଚାରଣ ଫାଟିଫଡୁଥିଲା ସମଗ୍ର ଅଞ୍ଚଳ । ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରି ଖୁଟୁବାଇ ଗ୍ରାମର ସମସ୍ତ ସାହି ବୁଲି ଶହୀଦଙ୍କ ବାର୍ତ୍ତା ପହଞ୍ଚାଇବା ସହ ସମସ୍ତଙ୍କୁ ସଚେତନ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଖୁଟବାଇ ବିଦ୍ୟାଳୟରେ ସହିଦ ଦିବସ ପାଳିତ।
ଫର୍ମାଟ-ଏଭିଓ,୨୪/୦୮/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
-------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁଵାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସହୀଦ୍ ଦିବସ ପାଳନ କରାଯାଇଛି l ବ‌ହୁତ ଯାକଯମକ ରେ ପାଳନ କରାଯାଇଛି। ଏଠାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ତଥା ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ସହୀଦ ମାନଙ୍କର ନାମ ଉଚ୍ଚାରଣ କରିଥିଲେ। ଯେପରି କି ଏହା ର ଶବ୍ଦ ଆକାଶ କୁ ଛୁଇଁଲା ପରି ଲାଗୁଥିଲା। ଗ୍ରାମ ର ସମସ୍ତ ଙ୍କୁ ସଚେତନତା କରାଇଥିଲେ। ସେହି ଖୁଟୁବାଇ ଗ୍ରାମ ର ସମସ୍ତ ସାହି ବୁଲି ସମସ୍ତ ଙ୍କୁ ସଚେତନ କରାଇଥିଲେ ଏବଂ ଏଥି ରେ ଯୋଗଦେଇଥିଲେ ବିଦ୍ୟାଳୟ ର ପ୍ରାଧାନ ଶିକ୍ଷକ ଶ୍ରୀ କାହ୍ନୁ ଚରଣ ଦାସ ଏବଂ ବିଷ୍ଣୁ ଚରଣ ସୁନା, ରମେଶ୍ ବାରିକ୍, ଦୟାନନ୍ଦ ଦଣ୍ଡପତ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.