ETV Bharat / state

ଲକ୍ଷାଧିକ ଟଙ୍କାର କାଠ ଜବତ, ଜଣେ ଗିରଫ

author img

By

Published : Sep 11, 2019, 3:16 AM IST

ରାଜେଶ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବନ ବିଭାଗର ଚଢାଉ । ଲକ୍ଷାଧିକ ଟଙ୍କାର ଶାଗୁଆନ, ଶାଳ, ପିଆଶାଳ କାଠ ଜବତ । ଗିରଫ ହେଲେ ରାଜେଶ ମଣ୍ଡଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଉମରକୋଟ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଉମରକୋଟ ବ୍ଲକ ଅନ୍ତର୍ଗତ ବଡକୁମାରି UV-1 ଗାଁର ରାଜେଶ ମଣ୍ଡଳ ଘରେ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ, ଶାଳ, ପିଆଶାଳ ଇତ୍ୟାଦି କାଠ ଜବତ କରିଛି । ଏଥିସହ ରାଜୁ ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଉମରକୋଟ ତହସିଲଦାର ତଥା ମାଜିଷ୍ଟ୍ରେଟ ଧର୍ମରାଜ ମାଝୀଙ୍କ ଉପସ୍ଥିତିରେ ଉମରକୋଟ ବନବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ 65 ସିଏଫଟି କାଠ ଜବତ କରାଯାଇଅଛି । ଯାହାର ବଜାରର ଆନୁମାନିକ ମୂଲ୍ୟ 1.5 ଲକ୍ଷ ଟଙ୍କା ହେବ । ବେଆଇନ ଭାବରେ କାଠ ରଖିଥିବା କାରଣରୁ ରାଜୁ ମଣ୍ଡଳଙ୍କୁ ଗିରଫ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ବନ ବିଭାଗ ର ଚଢ଼ାଉ , ଲକ୍ଷ୍ୟାଧିକ ଟଙ୍କାର କାଠ ଜବତ , ଜଣେ ଗିରଫ ।
ଫର୍ମାଟ - ଏଭିଓ, ୧୦/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର- ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗକୁ ଆଜି ମିଳିଛି ବଡ଼ ସଫଳତା । ଉମରକୋଟ ବ୍ଲକ ଅନ୍ତର୍ଗତ ବଡକୁମାରି UV-1 ଗାଁ ର ରାଜେଶ ମଣ୍ଡଳ ଘରେ ବନବିଭାଗ ତରଫରୁ ଚଢାଉ କରି ଲକ୍ଷାଧିକ ଟଙ୍କା ର ଶାଗୁଆନ, ଶାଳ, ବିଜା, ପିଆଶାଳ ଇତ୍ୟାଦି କାଠ ଗଚ୍ଛିତ ରଖାଯାଇଥିବା ମୂଳ୍ୟଵାନ କାଠ ଜବତ କରିଛି । ଉମରକୋଟ ତହସିଲଦାର ତଥା ମାଜିଷ୍ଟ୍ରେଟ ଧର୍ମରାଜ ମାଝୀ ଙ୍କ ଉପସ୍ଥିତି ରେ ଉମରକୋଟ ବନବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଚଢ଼ାଉରେ 65 ସିଏଫଟି କାଠ ଜବତ କରାଯାଇଅଛି । ଝଯାହାର ବଜାରର ଆନୁମାନିକ ମୂଲ୍ୟ 1.5 ଲକ୍ଷ ଟଙ୍କା ହେବ ତାହା ସହିତ ରାଜୁ ମଣ୍ଡଳ ଙ୍କୁ ଗିରଫ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.