ETV Bharat / state

ନନ୍ଦିଘୋଷ ଭାଙ୍ଗିଲେ ଅଭିମାନିନୀ ଲକ୍ଷ୍ମୀ - ନନ୍ଦିଘୋଷ

ହେରା ପଞ୍ଚମୀରେ ବିମାନରେ ବାହାରିଛନ୍ତି ଲକ୍ଷ୍ମୀ ଠାକୁରାଣୀ । ରାଗରେ ଥିବା ଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 9, 2019, 2:26 PM IST

ନବରଙ୍ଗପୁର: ପବିତ୍ର ହେରାପଞ୍ଚମୀ ପାଇଁ ମା ଲକ୍ଷ୍ମୀ ମନ୍ଦିରରୁ ବାହାରି ମହାବାହୁ ଜଗନ୍ନାଥଙ୍କ ନିକଟକୁ ଯାଇଛନ୍ତି । ଭାଇ ଭଉଣୀଙ୍କୁ ଧରି ମାଉସୀ ମା ଘରକୁ ଯାଇଥିବା କାଳିଆ ଠାକୁର ପତ୍ନୀଙ୍କୁ ସାଥିରେ ନେଇ ନଥିବାରୁ ଅଭିମାନ କରିଛନ୍ତି ମା' ଲକ୍ଷ୍ମୀ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

ପରମ୍ପରା ଅନୁଯାୟୀ ରାଜପୁରୋହିତଙ୍କ ସହ ବିମାନରେ ଯାଇଥିବା ଲକ୍ଷ୍ମୀ ରାଗରେ ନନ୍ଦିଘୋଷ ଭାଙ୍ଗି ଚାଲି ଆସିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେରାପଞ୍ଚମୀ ନୀତିକାନ୍ତି ସହକାରେ ସମ୍ପାଦିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ପରମ୍ପରାକୁ ଉପଭୋଗ କରିବା ପାଇଁ ସହରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ହେରାପଞ୍ଚମୀ ଲକ୍ଷ୍ମୀ ପାଳିତ ହେଇଯାଇଛନ୍ତି
ଫର୍ମାଟ-ଏଭିଓ,୦୮/୦୭/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
----------------------------------------------
ଆଙ୍କର-ନବରଙ୍ଗପୁର ସହରରେ ପାଳିତ ହେଇଛି ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ।ନବରଙ୍ଗପୁରରେ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ହେରାପଞ୍ଚମୀ ପୋଲନ କରାଯାଇଛି ।ସହରର ବଡ଼ ଦାଣ୍ଡରେ ଆଜି ରଜପୁରହିତ କୁ ମା ଲକ୍ଷ୍ମୀ ରଥରେ ବାନ୍ଧିଥିଲେ ଓ ରଥକୁ ମା ଲକ୍ଷ୍ମୀ ରାଗରେ ଭାଙ୍ଗି ଚାଲିଯାଇଛନ୍ତୁ ।ସହର ଜଗନ୍ନାଥ ଭକ୍ତ ଭିଡ ପ୍ରବଳ ମାତ୍ର ଜନ ଗହଳି ଦେଖିବାକୁ ମିଳିଛି । ଆଜି ଶୁଖିଲା ପାଗ ଥିବାରୁ ସହର ଜନ ଗହଳି ବଡିଥିଲା । ସହରରେ ହେରାପଞ୍ଚମୀ ଦେଖି ଅନେକ ଭକ୍ତ ଧନ୍ୟ ମୋନେକରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.