ETV Bharat / state

ଜଳିଗଲା ଧାନଗଦା, ବର୍ଷକର ଅମଳ ପୋଡି ପାଉଁଶ

ନିଆଁ ଲାଗି ଜଳିଗଲା ଦୁଇଟି ଧାନଗଦା । ବର୍ଷଯାକର ଅମଳ ପାଉଁଶ । ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ ଚାଷୀ ।

author img

By

Published : Dec 15, 2019, 5:50 PM IST

fire on rice field
ଧାନଗଦାରେ ନିଆଁ, ଜଳିଗଲା ଦୁଇ ଗଦା

ନବରଙ୍ଗପୁର: ନିଆଁ ଲାଗି ଜଳିଗଲା ଧାନଗଦା । ଡାବୁଗାଁ ବ୍ଲକ ଗଡାଖୁଣ୍ଟା ପଞ୍ଚାୟତ ଅଧିନସ୍ଥ ଡଙ୍ଗରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଆଜି(ରବିବାର) ସମୟ ପ୍ରାୟ 1ଟା ବାଜି 30ମିନିଟରେ ଧାନଖଳାରେ ଥିବା ଗଦାରେ ନିଆଁ ଲାଗିଯାଇଥିଲା ।

ଧାନଗଦାରେ ନିଆଁ, ଜଳିଗଲା ଦୁଇ ଗଦା

ନିଆଁକୁ ଆୟତ କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ହେଁ ଦୁଇଜଣ ଚାଷୀଙ୍କ ଧାନଗଦା ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ଶିବ ଭତ୍ରା ଓ ନରସିଙ୍ଗା ଭତ୍ରାଙ୍କ ଧାନଗଦା ସମ୍ପୂର୍ଣ୍ଣ ଜଳିଯାଇଛି । ବର୍ଷଯାକରେ ଅମଳ ଜଳିଯାଇଥିବାରୁ ସରକାରୀ ସହାୟତା ଏକମାତ୍ର ଭରଷା ବୋଲି ସେମାନେ କହିଛନ୍ତି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା, ସେ ବିଷୟରେ ସୂଚନା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ନିଅଁ ଲାଗି ଜଳିଗଲା ଖଳାର ଧାନକୁପା ........ଡାବୁଗାଁ ବ୍ଲକ ଗଡାଖୁଣ୍ଟା ପଞ୍ଚାୟତ ଅଧିନସ୍ଥ ଡଙ୍ଗରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା ଆଜି ଶନିବାର ସମୟ ପ୍ରାୟ 1.30 pm ହେବ ଧାନ ଖଳାରେ ଥିବା ଧାନ କୂପା ଗୁଡିକରେ ନିଆଁ ଲାଗି ଜଳିଗଲା,ଗ୍ରାମବାସୀ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଦୁଃଖର ବିଷୟ ଶିବ ଭତ୍ରା ଏବଂ ନରସିଂଗ ଭତ୍ରା ଙ୍କ ଧାନ କୁପା ବା ଧାନ ଗଦା ପ୍ରାୟ ସମ୍ପୂର୍ଣ ଜଳିଯାଇଥିଲା । ବର୍ତ୍ତମାନ ଚାଷିକୂଳ ସମ୍ପୂର୍ଣ ହତାଶ ସରକାରୀ ସହାୟତା ଏକମାତ୍ର ସହାଭାରସ ବଲି ଗ୍ରାମବାସୀ ମାନେ ମତ ପ୍ରକାଶ କରୁଛନ୍ତି ।Body:TVConclusion:No
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.