ETV Bharat / state

ଜଳୁଛି ଜଙ୍ଗଲ, ବନ ବିଭାଗ ପାଖେ ନାହିଁ ଖବର - ନୂଆକୋଟ ସଂରକ୍ଷିତ ଜଙ୍ଗଲ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡାବୁଗାଁ ରେଞ୍ଜ ଅନ୍ତର୍ଗତ ନୂଆକୋଟ ସଂରକ୍ଷିତ ଜଙ୍ଗଲରେ ନିଆଁ । ଅଧିକ ପଢନ୍ତୁ...

ଜଳୁଛି ଜଙ୍ଗଲ
ଜଳୁଛି ଜଙ୍ଗଲ
author img

By

Published : Mar 11, 2021, 10:43 AM IST

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡାବୁଗାଁ ରେଞ୍ଜ ଅନ୍ତର୍ଗତ ନୂଆକୋଟ ସଂରକ୍ଷିତ ଜଙ୍ଗଲରେ ଲାଗି ହୁତୁହୁତୁ ହୋଇ ଜଳୁଛି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜନବସତି ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ ।

ଜଳୁଛି ଜଙ୍ଗଲ, ବନ ବିଭାଗ ପାଖେ ନାହିଁ ଖବର

ଅନେକ ଦିନ ହେବ ଜଙ୍ଗଲରେ ନିଆଁ ଲାଗି ଜଳି ଗଲାଣି ଅନେକ ଗଛ । ନିଆଁକୁ ଆୟତ କରିବାରେ ବିଫଳ ବନ ବିଭାଗ । ଜଙ୍ଗଲରେ ନିଆଁ ଲାଗିବା ଫଳେ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଏ ଦିଗରେ ନିରବ ଦ୍ରଷ୍ଟ୍ରା ସାଜିଛି ବନ ବିଭାଗ ।

ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏକର ଏକର ଜଙ୍ଗଲ ଜଳିପୋଡି ପାଉଁଶ ହେବାରେ ଲାଗିଛି । ଏ ଦିଗରେ ବନ ବିଭାଗ ପାଖରେ କୌଣସି ଖବର ନାହିଁ । ଯାହା ଏକ ଦୁର୍ଭାଗ୍ୟର ବିଷୟ । ନିଆଁକୁ ଯେତେ ଶୀଘ୍ର ଆୟତ କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହେବାର ଆବଶ୍ୟକତା ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.