ETV Bharat / state

ଭୂକମ୍ପରେ ଥରିଲା ନବରଙ୍ଗପୁର ସହ କଳାହାଣ୍ତି: ରିକ୍ଟର ସ୍କେଲରେ ତୀବ୍ରତା 3.5

ରାଜ୍ୟର ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 3, 2022, 1:10 PM IST

Updated : Mar 3, 2022, 5:52 PM IST

ଭୁକମ୍ପରେ ଥରିଲା ନବରଙ୍ଗପୁର
ଭୁକମ୍ପରେ ଥରିଲା ନବରଙ୍ଗପୁର

ଭୁବନେଶ୍ବର/ ନବରଙ୍ଗପୁର : ରାଜ୍ୟର ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଭୂକମ୍ପରେ ଥରିଲା ନବରଙ୍ଗପୁର ସହ କଳାହାଣ୍ତି: ରିକ୍ଟର ସ୍କେଲରେ ତୀବ୍ରତା 3.5
ଭୂକମ୍ପରେ ଥରିଲା ନବରଙ୍ଗପୁର ସହ କଳାହାଣ୍ତି: ରିକ୍ଟର ସ୍କେଲରେ ତୀବ୍ରତା 3.5

3 ରୁ 4 ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ପ୍ରଭାବରେ ଗ୍ରାମର ଅନେକ ଘରର କାନ୍ଥ ଫାଟିଯାଇଥିବା ଦେଖିବାକୁ ମିଳିଛି । ପୂର୍ବାହ୍ନ 11 ଟା 29 ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.5 ରହିଥିଲା । ଏହା ଭୂମିକମ୍ପ ଚନ୍ଦାହାଣ୍ଡିରେ କେନ୍ଦ୍ରୀଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଯାଇଥିବା ସୂଚନା ମିଳିଛି । ଉମରକୋଟରେ କିଛି ସ୍ଥାନରେ ସାମାନ୍ୟ ଭାବରେ ମାଟି ଥରି ଥିବା ଅନୁଭୂତ ହୋଇଛି । ଚନ୍ଦାହାଣ୍ଡିରେ କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 3, 2022, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.