ETV Bharat / state

ଦଶମୀରେ ମା’ଙ୍କ ପୂଜାର୍ଚ୍ଚନା, ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ - ଦୁର୍ଗତୀ ନୀଶିନୀ

ସହରର ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି ଦଶହରା ପୂଜା । ସମୁଦାୟ ଛଅଟି ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନୀଶିନୀ । ଏପଟେ ଅନ୍ତିମ ଦିନରେ ମାଙ୍କ ଦର୍ଶନ କରିବା ପାଇଁ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 8, 2019, 9:45 PM IST

Updated : Oct 8, 2019, 10:16 PM IST

ନବରଙ୍ଗପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁରରେ ମା’ ଦୁର୍ଗାଙ୍କ ଦଶହରା ପୂଜା ପାଳନ ହୋଇଯାଇଛି । ଷଷ୍ଠୀ ଠାରୁ ମଣ୍ଡପରେ ମା' ବିଭିନ୍ନ ରୂପରେ ପୂଜା ପାଇ ଆସୁଥିଲେ । ମଣ୍ଡପରେ ଧୁମଧାମରେ ପାଳନ କରାଯାଇଛି ଦଶହରା ପୂଜା ।

ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ...

ନବରରଙ୍ଗପୁର ସହରର ଚଉରିଆଗୁଡା ଶୋଉତକ ଦୁର୍ଗା ମଣ୍ଡପ, ବାଦମସାହି ଦୁର୍ଗା ମଣ୍ଡପ, ଗୌଡ଼ସାହି ଦୁର୍ଗା ମଣ୍ଡପ, ନୂଆ ବସଷ୍ଟାଣ୍ଡ ଦୁର୍ଗା ମଣ୍ଡପ, ପୋଲିସ ପଡିଆ ଦୁର୍ଗା ମଣ୍ଡପ ଓ କାଠ କରପେଶନ ଦୁର୍ଗା ମଣ୍ଡପରେ ଆଜି ବେଷ ଧୁମ ଧାମରେ ଦଶହରା ପୂଜା କରାଯାଇଛି ।

ପ୍ରତ୍ୟେକ ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ରୀତିନୀତି ଅନୁଯାୟୀ ମା"ଙ୍କର ସମସ୍ତ ପୂଜାର୍ଚ୍ଚନା କରାଯାଇଥିବାବେଳେ ସମୁଦାୟ ସହରରେ ଛଅଟି ସ୍ଥାନରେ ଦଶହରା ପୂଜା ଚାଲିଛି ।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

Intro:ସ୍ଲଗ- ମାଁ ଦୁର୍ଗା ପୀଠରେ ଦଶହରା ପୂଜା ଅଚ୍ଚନା ।
ଫର୍ମାଟ - ଏଭିଵିଵି ୮/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------
ଆଙ୍କର - ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ରେ ମା ଦୁର୍ଗାଙ୍କ ଦଶହରା ପୂଜା ପାଳନ କରାଯାଇଛି । ଆସନ୍ତା ଷଷ୍ଠୀ ଦିନ ଠାରୁ ମା ବିଭିନ୍ନ ରୂପରେ ପୂଜା ପାଇଥିଲେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁଜା ମଣ୍ଡପରେ ପ୍ରାଙ୍ଗଣକୁ ସୁସଜିତ କରାଯାଇଛି । ଧୁମଧାମ ରେ ପାଳନ କରାଯାଇଛି ଦଶହରା ପୂଜା ।ନବରରଙ୍ଗପୁର ସହରର,ଚଉରିଆଗୁଡା ଶୋଉତକ ଦୁର୍ଗା ମଣ୍ଡପ,ବାଦମସାହି ଦୁର୍ଗା ମଣ୍ଡପ,,ଗୌଡ଼ସାହି ଦୁର୍ଗା ମଣ୍ଡପ,ନୂଆ ବସଷ୍ଟାଣ୍ଡ ଦୁର୍ଗା ମଣ୍ଡପ,ପୋଲିସ ପଡିଆ ଦୁର୍ଗା ମଣ୍ଡପ,ଓ କାଠ କରପେଶନ ଦୁର୍ଗା ମଣ୍ଡପରେ ଆଜି ବେଷ ଧୁମ ଧାମରେ ଦଶହରା ପୂଜା କରାଯାଇଛି । ପ୍ରତ୍ୟେକ ମଣ୍ଡପ ରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଭଳି ମନ୍ଦିରରେ ମୋଟରସାଇ, କାର,ଟ୍ରକ, ବସ,ଇତ୍ୟାଦି ପୂଜା ଅର୍ଚ୍ଚନା କରିବା ଦେଖାଯାଇଥିଲା ।ନବରରଙ୍ଗପୁରରେ ଛଅଟି ମେଡରେ ଦଶହରା ପୂଜା ଚାଲିଛି ।

ବାଇଟ -୧- ବିଶ୍ୱ ଭୂଷଣ ମହାନ୍ତି ଗ୍ରାମବାସୀ ବାଇଟ-୨- ବୀରେନ୍ଦ୍ର ମୋହନ ନାୟକ ଗ୍ରାମବାସୀ ବାଇଟ-୩- ଭାଗୀ ଚୌଧୁରୀ ଗ୍ରାମବାସୀBody:Tapan Kumar Bissoyi Conclusion:NABARANGPUR
Last Updated : Oct 8, 2019, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.