ETV Bharat / state

ନବରଙ୍ଗପୁର ମେଡିକାଲରେ ପୁଣି ଡାୟାଲିସିସ ସେବା - ଡାୟାଲିସିସ୍‌ ଆରମ୍ଭ

ନବରଙ୍ଗପୁର ଜିଲ୍ଲା ବାସୀ ପାଇଁ ଖୁସିର ଖବର । ବହୁ ଦିନର ବାଦ ବିବାଦର ଅନ୍ତ ଘଟିଛି । ଆଜି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଡାୟାଲିସିସ ସେବା ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 11, 2019, 4:12 AM IST

ନବରଙ୍ଗପୁର: ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଆରମ୍ଭ ହୋଇଛି ଡାୟାଲିସିସ୍‌ । ଫଳରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦୀର୍ଘ ଦିନରୁ ମୁଖ୍ୟ ଚିକିତ୍ସାଳୟରେ ଡାୟଲିସିସ୍ ଖୋଲିବା ପାଇଁ ଦାବି ହୋଇଆସୁଥିଲା । ଡାୟାଲିସିସ୍ ନଥିବାରୁ ଏଠାକାର ରୋଗୀ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । କାରଣ ଡାୟଲିସିସ୍ ପାଇଁ ରୋଗୀ କୋରାପୁଟ, ଭୁବନେଶ୍ବର, ଭବାନୀପାଟଣା ଓ ବିଶାଖାପାଟଣାକୁ ଯିବାକୁ ପଡୁଥିଲା । ଏବେ ଆଉ ରୋଗୀଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ -- ମୁଖ୍ୟ ମେଡିକାଲ ରେ ଆରମ୍ଭ ହେଲା ଡାୟାଲିସିସ ।
ଫର୍ମାଟ - ଏଭିବି, ୧୦/୦୮/୧୯
ରିପୋର୍ଟ - -ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------
ଆଙ୍କର- ନବରଂଗପୁର ଜିଲ୍ଲା ବାସୀ ପାଇଁ ଖୁସିର ଖବର ବହୁ ଦିନର ବାଦ ବିବାଦ ର ଅନ୍ତ ଘଟିଛି ।ଆଜି ଜିଲ୍ଲାର ମୁଖ୍ୟ ମେଡିକାଲରେ ଡାୟାଲିସିସ ଆରମ୍ଭ ହେଇଯାଇଛି।ନବରଙ୍ଗପୁର ଜିଲ୍ଲା ବାସୀର ବହୁଦିନର ଦାବୀଥିଲା ।ନବରଙ୍ଗପୁର ଏକ ଆଦିବାସୀ ଅଞ୍ଚଳ ହେଲେବି ଡାୟାଲିସିସ ହେଉନଥିଲା କିନ୍ତୁ ଏବେ ଡାୟାଲିସିସ ଆରମ୍ଭ ହେଇଛି। ଦୀର୍ଘ ଦିନ ହେବ ଏଠାରେ ଡାୟାଲିସିସ ହେଉନଥିବା ଅଭିଯୋଗ କରୁଥିଲେ ନବରଙ୍ଗପୁର ବାସୀ । ନବରଙ୍ଗପୁର ଜିଲ୍ଲାରେ କିଡ଼ିନୀ ରୋଗୀ ମାନେ ମୁଖ୍ୟ ମେଡିକାଲ ଆସି ଡାୟାଲିସିସ କରିପାରିବେ । କେତେ ରୋଗୀ କୋରାପୁଟ, ଭୁବନେଶ୍ୱର, ଭବାନୀପାଟଣା, ବିଶାଖାପାଟଣା , ଯାଉଥିଲେ କିନ୍ତୁ ଏବେ ଆଉ ବାହାର ଗାଁକୁ ଯିବାକୁ ପଡ଼ିବ ନାହିଁ। ସୂଚନା ଅନୁଯାୟୀ ପ୍ରତେକ ଦିନ ୩ ରୁ ୪ ଜଣ ଡାୟାଲିସିସ କରିବା ପାଇଁ ରୋଗୀ ଆଶନ୍ତି । ବର୍ତ୍ତମାନ ୩ଟି ରୋଗୀର ଡାୟାଲିସିସ କରୁଥିବା ଦେଖା ଯାଇଛି । ଓ ଆରମ୍ଭ ହେବା ଠାରୁ ବର୍ତ୍ତମାନ ସୁଦ୍ଧା ୬ଜଣ ରୋଗୀର ଡାୟାଲିସିସ ହେଇସାରିଛି ।ଡାୟାଲିସିସ ଆରମ୍ଭ ହେବରୁ ନବରଙ୍ଗପୁର ଜିଲ୍ଲା ବାସୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି ଓ ମୁଖ୍ୟ ମେଡିକାଲ ଅଧିକାରୀକୁ ବି ଧନ୍ୟବାଦ ଦେଇଛନ୍ତି । ବାଇଟ -୧- ଗୋୖରବ କୁମାର ସର୍ଦାର (ଡାୟାଲିସିସ ଡ଼ଃ)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.