ETV Bharat / state

ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର - ପୋଲ ଭୁଶୁଡିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ

ନବରଙ୍ଗପୁର ତାଲାପଦର ଗାଁରେ ବିଜୁ ସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା, ତଦନ୍ତ ନିର୍ଦ୍ଦେଶଦେଲେ ଉନ୍ନୟନ କମିଶନର

author img

By

Published : Jan 10, 2021, 9:52 PM IST

ଭୁବନେଶ୍ବର: ନବରଙ୍ଗପୁର ତାଲାପଦର ଗାଁରେ ବିଜୁସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଏଥିସହ ଠିକାଦାର ଓ ଅଧିକାରୀଙ୍କ ନାମରେ ଫୌଜଦାରୀ ମାମଲା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର ।

ସୂଚନା ଅନୁଯାୟୀ ଆଜି(ରବିବାର) ତାଲାପଦର ବିଜୁସେତୁ ଭୁଶୁଡି ଜଣଙ୍କର ମୃତ୍ୟୁ ହେବା ସହ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଏଥିସହ ଠିକାଦାର ଓ ଅଧିକାରୀଙ୍କ ନାଁରେ ମଧ୍ୟ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି(ସୋମବାର) ଘଟଣାର ତଦନ୍ତ କରିବେ ମୁଖ୍ୟଯନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.