ETV Bharat / state

ନବରଙ୍ଗପୁରରେ ଖସୁଛି ସଂକ୍ରମଣ - ଉପର ମୁହାଁ ସଂକ୍ରମଣ

କୋରୋନା କାଳରେ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ସାମାନ୍ୟତମ ଆଶ୍ବସ୍ତି । କୋଭିଡ ସଂକ୍ରମଣରେ ସାମାନ୍ୟ ହ୍ରାସ । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା, ଏବେ ସ୍ଥିତିରେ ସାମାନ୍ୟ ଆଶ୍ବସ୍ଥି

author img

By

Published : May 29, 2021, 7:16 AM IST

ନବରଙ୍ଗପୁର: ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି କୋରୋନାକୋରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଗତ କିଛି ଦିନର ବ୍ୟତିକ୍ରମ ପରେ ଜିଲ୍ଲାରେ କୋରୋନା ଧିରେ ଧିରେ ତଳମୁହାଁ ହେଉଛି । ଯାହାଫଳରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି l ଶୁକ୍ରବାର ଜିଲ୍ଲାରେ 242 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା, ଏବେ ସ୍ଥିତିରେ ସାମାନ୍ୟ ଆଶ୍ବସ୍ଥି
ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା, ଏବେ ସ୍ଥିତିରେ ସାମାନ୍ୟ ଆଶ୍ବସ୍ଥି

ଶୁକ୍ରବାର ଚିହ୍ନଟ 242 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଉମରକୋଟ ବ୍ଲକରୁ 41, ନବରଙ୍ଗପୁର ପୌରାଞ୍ଚଳରୁ 36 ନନ୍ଦାହାଣ୍ଡି ବ୍ଲକରୁ 35 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରୁ 27 ଜଣ ଲେଖାଏଁ, ଉମରକୋଟ ପୌରାଞ୍ଚଳରୁ 21, ପାପଡାହାଣ୍ଡି ବ୍ଲକରୁ 16, ରାଇଘର ବ୍ଲକରୁ 14, ତେନ୍ତୁଳିଖୁଣ୍ଟି ବ୍ଲକରୁ 11,କୋଷାଗୁମୁଡା ବ୍ଲକରୁ 6, ନବରଙ୍ଗପୁର ବ୍ଲକରୁ 5, ଡାବୁଗାଁ ବ୍ଲକରୁ 3 ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି l

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ 19 ହଜାର 249 ରେ ପହଞ୍ଚିଛି l ସେଥିମଧ୍ୟରୁ 16 ହଜାର 55 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଏବଂ ଜିଲ୍ଲାରେ ଆଜକୁ 3 ହଜାର 50 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମାମଲା ରହିଥିବା ବେଳେ ସେଥିମଧ୍ୟରୁ 2 ହଜାର 834 ଜଣ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଛନ୍ତି l ଓ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 77 ହଜାର 396 ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.