ETV Bharat / state

ନାବାଳିକା ବିବାହ ଉଦ୍ୟମ ପଣ୍ଡ, ବନ୍ଦ କଲା ଜିଲ୍ଲା ପ୍ରଶାସନ - child marriage stop

ନାବାଳିକା ବିବାହକୁ ରୋକିଲା ଜିଲ୍ଲା ପ୍ରଶାସନ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ଗ୍ରାମରେ ଚାଲିଥିବା ନାବାଳିକା ବିବାହକୁ ବନ୍ଦ କରିଛି ପ୍ରଶାସନ । ଅଧିକ ଖବର ପଢନ୍ତୁ...

CHILD MARRIAGE
ନାବାଳିକା ବିବାହ ଉଦ୍ୟମ ପଣ୍ଡ, ବନ୍ଦ କଲା ଜିଲ୍ଲା ପ୍ରଶାସନ
author img

By

Published : Feb 26, 2020, 8:32 AM IST

ନବରଙ୍ଗପୁର: ନାବାଳିକା ବିବାହ ଉଦ୍ୟମ ପଣ୍ଡ । ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁରେ ଚାଲିଥିବା ନାବାଳିକା ବିବାହକୁ ରୋକିଛି ପ୍ରଶାସନ । ଉଭୟ ପରିବାର ବର୍ଗକୁ ବୁଝାସୁଝା କରିବା ପରେ ବିବାହ ବନ୍ଦ କରିଥିଲା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ।

ନାବାଳିକା ବିବାହ ଉଦ୍ୟମ ପଣ୍ଡ, ବନ୍ଦ କଲା ଜିଲ୍ଲା ପ୍ରଶାସନ

ସୂଚନାଅନୁସାରେ, ବୈଦିକ ରୀତିରେ ପୋଡାଲଗୁଡାର ଗାଁର ଦୁର୍ଯ୍ୟା ପାଇକଙ୍କ ନାବାଳିକା ଝିଅର ବିବାହ ରାଶିଆଗୁଡା ଗାଁରେ ସ୍ଥିର ହୋଇଥିଲା । ହେଲେ ନାବାଳିକା ବିବାହ ହେଉଥିବା ଖବର ପାଇ ଅଚାନକ କନ୍ୟା ଘରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ଉଭୟ ପରିବାରକୁ ବୁଝାସୁଝା କରିବା ପରେ ବିବାହ ବନ୍ଦ କରିଥିଲେ । ଏହାସହ ନାବାଳିକା ସାବାଳିକା ହେବା ପରେ ହିଁ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ରାଜି ହୋଇଥିଲେ ଉଭୟ ପକ୍ଷ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.