ETV Bharat / state

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବଳଭଦ୍ର - ବର୍ଷିଲେ ବଳଭଦ୍ର

ନବୀନ ସରକାରଙ୍କ ସମୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା କରାଯାଉଛି । ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳା ଓ ପୀଡ଼ିତାଙ୍କୁ ନ୍ୟାୟ ବି ମିଳୁନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁୁ ଟାର୍ଗେଟ କରି କହିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ ।

bjp-press-mee
bjp-press-mee
author img

By

Published : Dec 15, 2019, 1:25 PM IST

ନବରଙ୍ଗପୁର: କୋଷାଗୁମୁଡା ଗୁମୁଣ୍ଡଳୀ ଗ୍ରାମର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ନବୀନ ସରକାରଙ୍କ ସମୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା କରାଯାଉଥିବା ବେଳେ ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳା ଓ ପୀଡ଼ିତାଙ୍କୁ ନ୍ୟାୟ ମିଳୁନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ସାଂସଦ ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବଳଭଦ୍ର..

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ପାଇଁ ନ୍ୟାୟିକ ତଦନ୍ତ କରାଯିବା ସହ 15 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ବଳଭଦ୍ର । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଗୌରୀ ଶଙ୍କର ମାଝୀ ,ମନୋଜ ମହାକୁଡ ଓ ସଞ୍ଜିବ ନନ୍ଦ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:Visual Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.