ETV Bharat / state

ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ନାବାଳିକା - ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ନାବାଳିକା

ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ନାବାଳିକା । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଉଦୟପୁର ଡିଏନକେ ଗ୍ରାମରେ ଜଣେ ନାବାଳିକା ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳରେ ଅକୃତ କାର୍ଯ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି ।

ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ନାବାଳିକା

author img

By

Published : Aug 2, 2020, 12:38 PM IST

ନବରଙ୍ଗପୁର: ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ନାବାଳିକା । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଉଦୟପୁର ଡିଏନକେ ଗ୍ରାମରେ ଜଣେ ନାବାଳିକା ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳରେ ଅକୃତ କାର୍ଯ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି ।

ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ନାବାଳିକା

ତେବେ ନାବାଳିକା ଜଣକ ଉକ୍ତ ଗ୍ରାମର ମିହିର ବିଶ୍ବାସଙ୍କ ଝିଅ ପାୟଲ ବିଶ୍ବାସ ବୋଲି ପୋଲିସ ଜଣାପଡିଛି । ଫେଲ ହେବା ଯୋଗୁଁ ପାୟଲ ମାନସିକ ଭାରସାମ୍ୟ ହରାଇ ନିଜର ଶୋଇବା ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ।

ଏହା ଜଣାପଡିବା ପରେ ପରିବାର ଲୋକେ ତାଙ୍କୁ ରାଇଘର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ରାଇଘର ମେଡ଼ିକାଲ କାର୍ଯ୍ୟରତ ଡାକ୍ତର ରୂପେଶ ଢାଳି ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.