ETV Bharat / state

ଶାସନର ପ୍ରତିଶ୍ରୁତି ପରେ ଓହରିଲେ କୋଡ଼ିଙ୍ଗା ଆମରଣ ଅନଶନକାରୀ

author img

By

Published : Dec 11, 2019, 8:26 AM IST

ଗତ ୧୩ ଦିନ ଧରି ନବରଙ୍ଗପୁର କୋଡ଼ିଙ୍ଗା ଠାରେ ଚାଲି ଆସୁଥିବା ଆନ୍ଦୋଳନ ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଛି ।

nabarangapur strike
ପ୍ରତିଶ୍ରୁତି ପରେ ଓହରିଲେ କୋଡ଼ିଙ୍ଗାର ଆମରଣ ଅନଶନକାରୀ

ନବରଙ୍ଗପୁର: ଶେଷରେ ଆନ୍ଦୋଳନରୁ ଓହରିଲା ବିକାଶ ପରିଷଦର ଆନ୍ଦୋଳନ । ଗତ ୧୩ ଦିନ ଧରି ନବରଙ୍ଗପୁର କୋଡ଼ିଙ୍ଗା ଠାରେ ଚାଲି ଆସୁଥିବା ଆନ୍ଦୋଳନ ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଛି ।

ପ୍ରତିଶ୍ରୁତି ପରେ ଓହରିଲେ କୋଡ଼ିଙ୍ଗାର ଆମରଣ ଅନଶନକାରୀ

ଯୁକ୍ତ ତିନି କଲେଜ, ସବ-ଟ୍ରେଜେରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ଧର୍ମଘଟ କରାଯାଇଥିଲା । ଏନେଇ ପୂର୍ବରୁ ବହୁବାର କହିଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ମଙ୍ଗଳବାରଠାରୁ ଆମରଣ ଅନଶନ କରିବା ସହ କୋଡ଼ିଙ୍ଗା ଓ ଆଖପାଖ ଅଞ୍ଚଳ ଅନିର୍ଦ୍ଧିଷ୍ଠ କାଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଥିଲା ।

ତେବେ ଏନେଇ ଖବର ପହଞ୍ଚବା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ୬ ମାସ ମଧ୍ୟରେ ଉକ୍ତ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେବାରୁ ଅଞ୍ଚଳବାସୀ ଅନସନରୁ ଓହରିଥିଲେ । ପରେ ବିଧାୟକ ଶ୍ରୀ ରନ୍ଧାରୀ ଅନଶନକାରୀଙ୍କୁ ମୃଦ୍ୟୁ ପାନୀୟ ଜଳ ପିଆଇ ଆନ୍ଦୋଳନ ଭାଙ୍ଗିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର, ସ୍ଲୋଗ - ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

-------–---------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଠାରେ ବିକାଶପରିଷଦ ପକ୍ଷରୁ ଗତ ୧୩ ଦିନହେଲା କୋଡ଼ିଙ୍ଗା ଠାରେ +୩ କଲେଜ , ସବ-ଟ୍ରେଜେରୀ ଓ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ରେ ଧର୍ମଘଟ ଚାଲିଥିଲା । ଏନେଇ ହେହି କର୍ଣ୍ଣପାତ ନକରିବାରୁ ଆଜି ଠାରୁ ଆମରଣ ଅନଶନ କରିବାସହ କୋଡ଼ିଙ୍ଗା ଓ ଆଖପାଖ ଅଞ୍ଚଳ ଅନିର୍ଦ୍ଧିଷ୍ଠ କାଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଆଜି ବନ୍ଦ ର ପ୍ରଭାବ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲା । ଅପରାହ୍ନ ୪ ଟା ବେଳେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର , ଉପଜିଲ୍ଲାପାଳ ଭାସ୍କର ରଇତ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , କୋଡ଼ିଙ୍ଗା ତହସିଲଦାର ସବ୍ୟସାଚୀ ଜେନା ପ୍ରମୁଖ ଅନଶନ ନିକଟରେ ପହଁଛି ଲୋକଙ୍କ ସହ ଆଲୋଚନା କରିଥିଲେ ଓ ଆଗାମୀ ୬ ମାସ ମଧ୍ୟରେ ଉକ୍ତ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେବାରୁ ଅଞ୍ଚଳବାସୀ ଅନସନରୁ ଓହରି ଯାଇଥିଲେ । ତାପରେ ବିଧାୟକ ଶ୍ରୀ ରନ୍ଧାରୀ ଅନଶନକାରୀ ଙ୍କୁ ମୃଦ୍ୟୁ ପାନୀୟ ଜଳ ପିଏଇ ଆନ୍ଦୋଳନ ଭାଙ୍ଗି ଦେଇଥିଲେ । ଆଜି କୋଡ଼ିଙ୍ଗା ଅଞ୍ଚଳ ର ହଜାର ହଜାର ଲୋକ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.