ETV Bharat / state

ଶୁଣିଲାନି ପ୍ରଶାସନ, ନିଜ ଶ୍ରମଦାନରେ ନିର୍ମାଣ କଲେ ରାସ୍ତା - ଶୁଣିଲାନି ପ୍ରଶାସନ

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଗୋଟେପଟେ ଗାଁର ବିକାଶ ହୋଇଥିବା କହୁଥିବା ସରକାର କିନ୍ତୁ ଏଠାରେ ଫେଲ ମାରିଛନ୍ତି । ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ନିର୍ମାଣ କଲେ ରାସ୍ତା ।

ଡ଼ିଜାଇନ୍ ଫଟୋ
author img

By

Published : Oct 29, 2019, 4:11 AM IST

ନବରଙ୍ଗପୁର: ଗ୍ରାମପଞ୍ଚାୟତର ବିକାଶ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ନେଇ ଡିଣ୍ଡିମ ପିଟି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ଆଜିବି ଅନେକ ଗାଁ କୁ ସଂଯୋଗ ହେଇ ପାରିନି ପକ୍କା ରାସ୍ତା । ରାସ୍ତା ଅବସ୍ଥା ଖରାପ ଥିବାରୁ ରୋଗୀ, ବୟସ୍କ ନାଗରିକ ଓ ପାଠ ପଡୁଥିବା ଛାତ୍ରଛାତ୍ରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ନଶୁଣିବାରୁନିଜସ୍ବ ଶ୍ରମଦାନରେ ରାସ୍ତା ମରାମତି କଲେ ସରଗୁଡା ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ।

ଶୁଣିଲାନି ପ୍ରଶାସନ, ନିଜ ଶ୍ରମଦାନରେ ନିର୍ମାଣ କଲେ ରାସ୍ତା

ଡାବୁଗାଁ ବ୍ଳକ କୋଇଲାରି ପଞ୍ଚାୟତର ସରାଗୁଡା ଗ୍ରାମ ଠାରୁ ଖୁଟୁବାଇ , ଶିବନାଗୁଡା , ଏକମ୍ବା ଏବଂ ମେଦନା ଆଦି ଗ୍ରାମ ଗୁଡିକ ସହ ସଂଯୋଗ କରୁଛି ଏହି ରାସ୍ତା । ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହି ରାସ୍ତା ନିର୍ମାଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପରେ ନିଜସ୍ବ ଉଦ୍ୟମରେ ନିର୍ମାଣ କରିଛନ୍ତି ପ୍ରାୟ ୬୦୦ ରୁ ୮୦୦ ମିଟରର ରାସ୍ତା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ଶାସନ ଶୁଣିଲାନି ନିଜ ଶ୍ରମଦାନ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ଗ୍ରାମପଂଚୟ ର ବିକାଶ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ଡିଣ୍ଡିମ ପିଟି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ଆଜିବି ଅନେକ ଗାଁ କୁ ସଂଯୋଗ ହେଇ ପାରିନି ପକ୍କା ରାସ୍ତା । ରାସ୍ତା ଅବସ୍ଥା ଖାରପ ଥିବାରୁ ରୋଗୀ, ବୟସ୍କ ନାଗରିକ ଓ ପାଠ ପଡୁଥିବା ଛାତ୍ରଛାତ୍ରୀ ମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।ବାରମ୍ବାର ଅଭିଯଗ ପରେ ମଧ୍ୟ କେହି ନଶୁଣିବାରୁ ଆଜି ନିଜସ୍ୱ ଶ୍ରମଦାନ କରି ରାସ୍ତା ମରାମତି କଲେ ସରଗୁଡା ଗଜଲକ୍ଷ୍ମୀ ପୂଜା କମିଟି ସଦର୍ଶ ମାନେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ପଚାଁୟତଅଧିନ ସରାଗୁଡା ଗ୍ରାମ ଠାରୁ ଖୁଟୁବାଇ , ଶିବନାଗୁଡା , ଏକମ୍ବା ଏବଂ ମେଦନା ଆଦି ଗ୍ରାମ ଗୁଡିକ ସହ ସଂଯୋଗ କରୁଛି ଏହି ରାସ୍ତା । ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରସାସନ କୁ ଜଣାଇଥିଲେ ମଧ୍ଯ ଏହି ରାସ୍ତା ନିର୍ମାଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ପ୍ରାୟ ୬୦୦ରୁ ୮୦୦ ମିଟର ରାସ୍ତା ନିର୍ମାଣ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି । ଏଥିରେ ଗ୍ରାମର ଗଜଲକ୍ଷ୍ମୀ ପୂଜା କମିଟି ର ସଦର୍ଶ ମନେ ଜଗଦିଶ ମାଝି , କପୁର ଚନ୍ଦ୍ର ମାଝୀ , ପୂଣ୍ଣ ମାଝୀ , ବଳରାମ ପନକା ଓ ମନବୋଧ ମାଝୀ ଏବଂ କମିଟି ର ୩୦ ଜଣ ସଦସ୍ଯ ନିଜର ଶ୍ରମଦାନ କରିଥିଲେ
ତପନ କୁମାର ବିଷୟି, ନବରଙ୍ଗପୁର Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.