ETV Bharat / state

ନବରଙ୍ଗପୁରରେ 86 କୋରୋନା ପଜିଟିଭ ଚିହ୍ନଟ

author img

By

Published : Sep 16, 2020, 6:26 PM IST

ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2387 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1504 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ପୁଣି 86 ଜଣ କୋରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିଚାଲିଛି । ବୁଧବାର ଜିଲ୍ଲାରେ 86 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2387ରେ ପହଞ୍ଚିଛି ।

ଆଜି (ବୁଧବାର) ଚିହ୍ନଟ ହୋଇଥିବା ଏହି 86 ଜଣଙ୍କ ମଧ୍ୟରୁ ନବରଙ୍ଗପୁର ମ୍ୟୁନିସିପାଲିଟିରୁ 37 ଓ ନନ୍ଦାହାଣ୍ଡି ବ୍ଲକରୁ 11 ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଉମରକୋଟ ମ୍ୟୁନିସିପାଲିଟିରୁ 6, ଉମରକୋଟ ବ୍ଲକରୁ 2 ଜଣ, ନବରଙ୍ଗପୁର ବ୍ଲକରୁ 6 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 2 ଜଣ, ଡାବୁଗାଁ ବ୍ଲକରୁ 3 ଜଣ, ପାପଡାହାଣ୍ଡି ବ୍ଲକରୁ 4, ଝରିଗାଁ ବ୍ଲକରୁ 4, କୋଷାଗୁମୁଡା ବ୍ଲକରୁ 8ଜଣ ଏବଂ ନବରଙ୍ଗପୁର ଜିଲ୍ଲାକୁ ଆସିଥିବା କୋରାପୁଟ ଜିଲ୍ଲାର ଜଣେ ଓ ନୟାଗଡ ଜିଲ୍ଲାର ଜଣେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2387 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1504 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ 883 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 952 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା 57352 କୋରୋନା ଟେଷ୍ଟ କରାଯାଇଥିବାବେଳେ କୋରୋନାରେ ଆକ୍ରାନ୍ତ ହୋଇ 12 ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.