ETV Bharat / state

ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ମହିଳା ଗୁରୁତର

author img

By

Published : Oct 5, 2019, 6:21 AM IST

ନବରଙ୍ଗପୁର ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଅଘଟଣ । ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ 6 ମହିଳା ଗୁରୁତର ।

ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନବରଙ୍ଗପୁର: ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଉଭଯ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ 6 ମହିଳା ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପ୍ରକାଶ ଥାଉକି ସୁନାବେଡା ପଞ୍ଚାୟତ ଅନ୍ତର୍ଗତ ଏକ ଖେଳ ପଡିଆକୁ ନେଇ ଉକ୍ତ ପଞ୍ଚାୟତର ସାହେବଗୁଡା, ମାଟିଗୁଡା, କୁଟିଆରିଗୁଡା ଓ ପୁଟୁଗୁଡା ମଧ୍ୟରେ ବହୁଦିନ ଧରି ବିବାଦ ଲାଗି ରହିଥିଲା । ଗୁରୁବାର ଉକ୍ତ ଖେଳ ପଡିଆରେ ଫୁଟବଲ ଖେଳ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ସଂଘର୍ଷର ରୂପ ନେଇଥିଲା ।

ସଂଘର୍ଷରେ ପୁଟୁଗୁଡା ଗ୍ରାମର 6 ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ଖେଳ ପଡିଆ ବିବାଦକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ, ଛଅ ଜଣ ଗୁରୁତର ।
ଫର୍ମାଟ - ଏଭିଓ ୪/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------------------
ଆଙ୍କର :- ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖେଳ ପଡିଆକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଓ ପରେ ସଂଘର୍ଷ ଘଟି ଛଅ ଜଣ ମହିଳା ଗୁରୁତର ଆହତ ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଥାଉକି ସୁନାବେଡା ପଞ୍ଚାୟତ ଅନ୍ତର୍ଗତ ଏକ ଖେଳ ପଡିଆକୁ ନେଇ ଉକ୍ତ ପଞ୍ଚାୟତର ସାହେବଗୁଡା,ମାଟିଗୁଡା,କୁଟିଆରିଗୁଡା ଓ ପୁଟୁଗୁଡା ମଧ୍ୟରେ ବହୁଦିନ ଧରି ବିବାଦ ଲାଗି ରହିଥିଲା । ଆଜି ଉକ୍ତ ଖେଳ ପଡିଆରେ ଫୁଟବଲ ଖେଳ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବାରୁ ବଚସା ସଂଘର୍ଷର ରୂପ ନେଇଥିଲା । ସଂଘର୍ଷରେ ପୁଟୁଗୁଡା ଗ୍ରାମର ଛଅ ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବାବେଳେ ଘଟଣା ସ୍ଥଳରେ ପୋଲିସ୍ ମୃତୟନ କରାଯାଇଥିବା ସୂଚନା ମିଳିଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.