ETV Bharat / state

5T ସମୀକ୍ଷା ପାଇଁ ନବରଙ୍ଗପୁରରେ ସଚିବ ପାଣ୍ଡିଆନ

author img

By

Published : Oct 9, 2019, 9:08 PM IST

ରାଜ୍ୟ ଶାସନ ବ୍ୟବସ୍ଥାରେ ଆରମ୍ଭ ହୋଇଛି 5Tର ବ୍ୟବହାର । 5T ମାଧ୍ୟମରେ ସରକାରକୁ ଉତ୍ତରଦାୟୀ କରିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ 5T ସଚିବ ଏବେ ଜିଲ୍ଲାକୁ ଜିଲ୍ଲା ବୁଲି କରୁଛନ୍ତି ସମୀକ୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଆଜି ନବରଙ୍ଗପୁରରେ 5T ସଚିବ ଭିକେ ପାଣ୍ଡିଆନ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି । ଏହାସହ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିଛନ୍ତି । ପାଣ୍ଡିଆନଙ୍କ ସହ ଅର୍ଥ ବିଭାଗର ପ୍ରମୁଖ ସଚିବ ଏକେ ମିନା, ଜାତୀୟ ଗ୍ରାମୀଣ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ଏହି ସମୟରେ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ; ସମ୍ବାଦଦାତା, ନବରଙ୍ଗପୁର

ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ ତଥା ଉତ୍ତରଦାୟିତ୍ବ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ପାଣ୍ଡିଆନଙ୍କ "ମୋ ସରକାର" ସମୀକ୍ଷା
ଫର୍ମାଟ - ଏଭିଓ, ୦୯/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------------
ଆଙ୍କର - ରାଜ୍ୟ ସରକାର ଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ "ମୋ ସରକାର" କାର୍ଯ୍ୟକ୍ରମ ର ସମୀକ୍ଷା । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ଯାଇ ସ୍ଥିତି ର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏହାସହ ରୋଗୀ ଓ ରୋଗୀ ସମ୍ପର୍କୀୟ ଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ବିଷୟ ପଚାରି ବୁଝିଛନ୍ତି । ପାଣ୍ଡିଆନଙ୍କ ସହ ଅର୍ଥ ବିଭାଗ ର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ମିଶନ ର ନିର୍ଧେସିକା ସାଳିନୀ ପଣ୍ଡିତ ମଧ୍ୟ ଗ୍ରାଉଣ୍ଡ ଜିରୋ କୁ ଯାଇ ଉପାନ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସ୍ଥିତି ସମୀକ୍ଷା କରିଛନ୍ତି । ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ରେ ପ୍ରଶାସନ କୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ ତଥା ଉତ୍ତରଦାୟିତ୍ୱ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପାଣ୍ଡିଆନ ଙ୍କ ନବରଙ୍ଗପୁର ଗ୍ରସ୍ତ ଅବସରରେ ସେ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟରେ ଯାଇ ରୋଗୀ ଓ ରୋଗୀ ସମ୍ପର୍କୀୟ ଙ୍କ ସହ ଆଲୋଚନା କରି ବାସ୍ତବ ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବାସ୍ତବ ସ୍ଥିତି ସମୀକ୍ଷା କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.