ETV Bharat / state

ନବରଙ୍ଗପୁରରେ 4 ହଜାରରୁ ଅଧିକ କୋରୋନା ସଂକ୍ରମିତ - ନବରଙ୍ଗପୁରରେ 4 ହଜାର ସଂକ୍ରମିତ

ନବରଙ୍ଗପୁରରେ ସୁ୍ସ୍ଥ ହେଉଛନ୍ତି ଆକ୍ରାନ୍ତ । 4 ହଜାର 348 ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି 3698 । ସେହିପରି 619ଟି ସକ୍ରିୟ ମାମଲା ମଧ୍ୟରୁ 505 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ 4 ହଜାର କୋରୋନା ଆକ୍ରାନ୍ତ
ନବରଙ୍ଗପୁରରେ 4 ହଜାର କୋରୋନା ଆକ୍ରାନ୍ତ
author img

By

Published : Oct 10, 2020, 7:33 AM IST

ନବରଙ୍ଗପୁର: ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତ ସଂଖ୍ୟା । ଶୁକ୍ରବାର ନୂତନ 51 ପଜିଟିଭ ପରେ 4348 ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ କରାଯାଇଛି । ସେଥିମଧ୍ୟରୁ 3698 ଜଣ ସୁସ୍ଥ ହୋଇଥିବାବେଳେ 619ଟି ସକ୍ରିୟ ମାମଲାରୁ 505 ଜଣ ଆକ୍ରାନ୍ତ ହୋମଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ନବରଙ୍ଗପୁରରେ 4 ହଜାରରୁ ଅଧିକ କୋରୋନା ସଂକ୍ରମିତ

ଶୁକ୍ରବାର ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ନବରଙ୍ଗପୁର ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ନନ୍ଦାହାଣ୍ଡି ବ୍ଲକରୁ 14 ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, ଝରିଗାଁ ବ୍ଲକରୁ 5 ଜଣ,ଉମରକୋଟ ପୌରାଞ୍ଚଳରୁ 3ଜଣ ଓ ନବରଙ୍ଗପୁର, ଉମରକୋଟ, ଡାବୁଗାଁ ବ୍ଲକରୁ 2 ଜଣ ଲେଖାଏଁ ଏବଂ କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି l

ସେପଟେ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 73314 ଜଣଙ୍କର କୋଭିଡ ପରୀକ୍ଷା ସରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.