ETV Bharat / state

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରୁ 3 ଦଲାଲ ଗିରଫ

author img

By

Published : Sep 26, 2019, 11:33 PM IST

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସର ଚଢାଉ । ରକ୍ତ ଦେବା ନାଁରେ ଦଲାଲି କରୁଥିବା 3 ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପୋଲିସର ଚଢାଉ । ଏଠାରେ ରକ୍ତ ଯୋଗାଇ ଦେବା ନାଁରେ ଗରିବ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟୁଥିବା ତିନି ଦଲାଲଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟର ରଖି ପୋଲିସ ପଚରାଉଚୁରା ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି ଦଲାଲ ମାନେ ରକ୍ତ ଆବଶ୍ୟକ ଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କର ଅସହାୟର ଫାଇଦା ଉଠାଇ ସେମାନଙ୍କୁ ରକ୍ତ ଯୋଗାଡ଼ କରିଦେବା ନାଁରେ ହଜାର ହଜାର ଟଙ୍କା ନେଉଥିଲେ । ବହୁଦିନରୁ ଏହି ଅଭିଯୋଗ ହୋଇ ଆସୁଥିବା ବେଳେ ଗୁରୁବାର ନବରଙ୍ଗପୁର ଏସ୍ପିଙ୍କ ନେତୃତ୍ବରେ ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଚଢ଼ାଉ କରାଯାଇଥିଲା ।

ଏଠାରେ ତିନି ଜଣ ପୋଲିସ ହାବୁଡରେ ପଡିଥିଲେ। ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଆଉଁଳି ଗାଁର ଏବଂ ଦୁଇଜଣ ନବରଙ୍ଗପୁରର ବୋଲି ଜଣାପଡିଛି । ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ଦଲାଲ ମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ମୁଖ୍ୟଚିକିତ୍ସାଳୟରୁ ତିନି ଦଲାଲ ଗିରଫ
ଫର୍ମାଟ - ଏଭିଓ ୨୬/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର - ଆଜି ନବରଙ୍ଗପୁର ପୋଲିସ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚଢ଼ାଉକରି ରକ୍ତ ଯୋଗାଇଦେବା ନାରେ ଗରିବ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁ ଥିବା ତିନି ଜଣ ଦଲାଲଙ୍କୁ ଧରି ଥାନାରେ ଅଟକ ରଖିଛି । ଏହି ଦଲାଲ ମାନେ ରକ୍ତ ଆବଶ୍ୟକ ଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କର ନିସହାୟତାର ଫାଇଦା ଉଠାଇ ସେମାନଙ୍କୁ ରକ୍ତ ଯୋଗାଡ଼ କରିଦେବା ନାଁରେ ହଜାର ହଜାର ଟଙ୍କା ନେଉଥିଲେ । ବହୁଦିନରୁ ଏହି ଅଭିଯୋଗ ହୋଇ ଆସୁଥିବାବେଳେ ଆଜି ନବରଙ୍ଗପୁର ଏସ୍ପିଙ୍କ ନେତୃତ୍ୱରେ ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଚଢ଼ାଉ କରି ତିନି ଜଣଙ୍କୁ ଧରାଯାଇଛି। ଏହି ତିନିଜଣ ଙ୍କ ମଧ୍ୟରୁ ଜଣେ ଆଉଁଳି ଗାଁର ଏବଂ ଦୁଇଜଣ ନବରଙ୍ଗପୁର ର ବୋଲି ଜଣାପଡିଛି । ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ଦଲାଲ ମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା ବୋଲି ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.