ETV Bharat / state

ପୁଣି ନବରଙ୍ଗପୁରରୁ ୨୩ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 7, 2021, 7:02 PM IST

ବୁଧବାର ନବରଙ୍ଗପୁରରୁ ୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ ୨୩ କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ ୨୩ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ନବରଙ୍ଗପୁର ଜିଲ୍ଲାରେ ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ବୁଧବାର ନବରଙ୍ଗପୁରରୁ ୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

v
ପୁଣି ନବରଙ୍ଗପୁରରୁ ୨୩ କୋରୋନା ଆକ୍ରାନ୍ତ ଚିହ୍ନଟ

ସେମାନଙ୍କ ମଧ୍ୟରେ ନବରଙ୍ଗପୁର ପୋୖରାଞ୍ଚଳରୁ ୧୧ ଜଣ, ଝରିଗାଁ ବ୍ଲକରୁ ୭ ଜଣ, ଉମରକୋଟ ବ୍ଲକରୁ ୩ ଜଣ, ଉମରକୋଟ ପୋୖରାଞ୍ଚଳରୁ ଓ ଚନ୍ଦାହାଣ୍ଡି ବ୍ଲକରୁ 1 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୮୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୫୯୫୯ଟି ଆକ୍ଟିଭ ମାମଲା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.