ETV Bharat / state

ନବରଙ୍ଗପୁରରୁ 224 ନୂଆ କୋରୋନା ସଂକ୍ରମିତ ଚିହ୍ନଟ

author img

By

Published : Apr 24, 2021, 5:05 PM IST

ଆଜି ନବରଙ୍ଗପୁର ଜିଲ୍ଲାରୁ 224 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 8 ହଜାର 184କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ 224 ନୂଆ କରୋନା ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଆଜି ଜିଲ୍ଲାରୁ 224 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ 54, ଚନ୍ଦାହାଣ୍ଡି ବ୍ଲକରୁ 46, ରାଇଘର ବ୍ଲକରୁ 39, ଉମରକୋଟ ପୋରାଞ୍ଚଳରୁ 25, ଉମରକୋଟ ବ୍ଲକରୁ 24, ନବରଙ୍ଗପୁର ପୌରାଞ୍ଚଳରୁ 13, କୋଷାଗୁମୁଡା ବ୍ଲକରୁ 4 ଲେଖାଏଁ, ନନ୍ଦାହାଣ୍ଡି ବ୍ଲକରୁ 3 , ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ମୋଟ 2 ଲକ୍ଷ 33 ହଜାର 495 ଜଣଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ 8 ହଜାର 184 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 6 ହଜାର 301 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 1,828 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 1765 ଜଣ ଗୃହ ସଂରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.