ETV Bharat / state

ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ ଜନ ସଚେତନତା ରାଲି - World Nature Conservation Day in bahalda mayurbhanj

ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଜନ ସଚେତନତା ରାଲି । ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଝରାଡିହିରେ ପ୍ରକୃତି ସଂରକ୍ଷଣ ଉପରେ ଏକ ଜନ ସଚେତନତା ରାଲି କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 28, 2019, 5:42 PM IST

ରାଇରଙ୍ଗପୁର: ଆଜି(ରବିବାର) ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ । ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଝରାଡିହିରେ ପ୍ରକୃତି ସଂରକ୍ଷଣ ଉପରେ ଏକ ଜନ ସଚେତନତା ରାଲି କରାଯାଇଛି । ଆଦର୍ଶ କ୍ଲବ ପକ୍ଷରୁ ଆୟୋଜିତ ଏହି ସଚେତନତା ରାଲିରେ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପ୍ଲାକାର୍ଡ ଧରି ସେଭ୍‌ ୱାଟର ସେଭ୍‌ ଲାଇଫ୍‌, ବିଶୁଦ୍ଧ ବାୟୁ ଆମ ଜୀବନ, ବିଶୁଦ୍ଧ ଜଳ ଆମଜୀବନ, ଜଙ୍ଗଲକ୍ଷୟ ବନ୍ଦ କର, ବୃକ୍ଷରୋପଣ ଆମ କର୍ତ୍ତବ୍ୟ ଆଦି ସ୍ଲୋଗାନ ଦେଇ କୁନି କୁନି ଛାତ୍ରଛାତ୍ରୀ ମାନେ ବଜାର ପରିକ୍ରମା କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଧିନ
ଝରାଡିହି ରେ ଛାତ୍ରଛାତ୍ରୀ'ଙ୍କୁୁ ନେଇ ଆଦର୍ଶକ୍ଲବ ପକ୍ଷରୁ ବିଶ୍ବ ପ୍ରକୃୃତି ସଂରକ୍ଷଣ ଦିବସ ଉପଲକ୍ଷେ ଏକ ରାଲିରେ ବଜାର ପରିକ୍ରମା କରାଯାଇଥିଲା।
ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ଆଜି ଝରାଡିହି ଆଦର୍ଶ କ୍ଳବ ପକ୍ଷରୁ ଛାତ୍ରଛାତ୍ରୀ'ଙ୍କୁ ନେଇ ଏକ ରାଲିରେ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନମାନ ଦେଇ ବଜାର ପରିକ୍ରମା କରିଥିଲେ।ରାଲି' ଝରାଡିହି ଷ୍ଟେଷନ ବଜାରରୁ ବାହାରି ସମଗ୍ର ବଜାର ଅଞ୍ଚଳ ପରିକ୍ରମା କରିଥିଲେ।ବିଭିନ୍ନ ପ୍ଲ୍ଲାକାର୍ଡ ସହ Save water save life,ବିଶୁଦ୍ଧ ବାୟୁ ଆମ ଜୀବନ,ବିଶୁଦ୍ଧ ଜଳ ଆମଜୀବନ,ଜଂଗଲକ୍ଷୟ ବନ୍ଦ କର,ବୃକ୍ଷରୋପଣ ଆମ କର୍ତ୍ତବ୍ୟ ପ୍ରଭୃତି ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କରି କୁନିିକୁୁନି ପିଲାମାନେ ସମାଜକୁ ପ୍ରକୃତି ଓ ପରିବେଶ ସଂରକ୍ଷଣର ଗୁରୁତ୍ବ ଓ ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ସଂଦେଶ ଦେଇଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.