ETV Bharat / state

କାଠପଟା ବୋଝେଇ ପିକଅପ ଭ୍ୟାନ ଜବତ, 5 ଗିରଫ

author img

By

Published : Nov 10, 2019, 7:16 PM IST

କାଠପଟା ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କରିଛି ଠାକୁରମୁଣ୍ଡା ବନବିଭାଗ । ଘଟଣାରେ 5 ଜଣଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚୋରା ଚାଲାଣ ବେଳେ ଗୋଟିଏ କାଠପଟା ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କରିଛି ବନବିଭାଗ । ଘଟଣାରେ 5 ଜଣଙ୍କୁ ଗିରଫ କରାଯାଇଛି । ଗିରଫ 5 ଜଣ ମଧ୍ୟରୁ 3 ଜଣ ଭଦ୍ରକର ହୋଇଥିବାବେଳେ ଅନ୍ୟ 2 ଜଣ ଠାକୁରମୁଣ୍ଡା କେନ୍ଦୁଜୁଆଣି ଅଞ୍ଚଳର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନାନୁସାରେ, ଶାଳ ପଟା ଚୋରାଚାଲାଣ ନେଇ ମୟୂରଭଞ୍ଜ ଠାକୁରମୁଣ୍ଡା ବନବିଭାଗ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ । ବନ ବିଭାଗ ଏକ ଟିମ୍ ସହ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଶାଳ ପଟା ଭର୍ତ୍ତି ପିକଅପ ଭ୍ୟାନ ସମେତ ପାଞ୍ଚ ଜଣ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି ବନବିଭାଗ । ତେବେ ଗିରଫ ପାଞ୍ଚ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Slug- କାଠପଟା ବୋଝେଇ ପିକଅପ ଭ୍ୟାନ ଜବତ, ପାଞ୍ଚ ଜଣ ଗିରଫ।
Format- Avo
Reporter- Sanjay Kumar Parida
Place - Rairangpur
Date-10-11-2019
Anchor- ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନବିଭାଗ ଦ୍ୱାରା ଗୋଟିଏ କାଠ ବୋଝେଇ ପିକଅପ ଭ୍ୟାନ ଜବତ କରିବା ସହିତ ପାଞ୍ଚ ଜଣକୁ ଗିରଫ କରିଛି ବନବିଭାଗ । ତିନି ଜଣ ଭଦ୍ରକ ଅଂଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଠାକୁରମୁଣ୍ଡା କେନ୍ଦୁଜୁଆଣି ଅଂଚଳର ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବନବିଭାଗ ଅଧିକାରୀ ସଦଳବଳେ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଶାଳ ପଟା ଭର୍ତ୍ତି ପିକଅପ ଭ୍ୟାନ ସମେତ ପାଞ୍ଚ ଜଣ କାଠ ମାଫିଆ ଙ୍କୁ ଧରିବାରେ ସକ୍ଷମ ହୋଇଛି ବନବିଭାଗ । ତେବେ ପାଞ୍ଚ ଜଣଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.