ETV Bharat / state

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା - Woman commits suicide

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ ଜିଲ୍ଲା ଉଦାଳିକୁଦର ଗ୍ରାମର ଛିତା ମୁର୍ମୁ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବିଷାକ୍ତ କୀଟନାଶକ ଔଷଧ ଖାଇ ଦେଇଥିଲେ । ଅଧିକ ପଢନ୍ତୁ...

Woman commits suicide by Consuming Poison
ବିଷ ପିଇକରି ମହିଳାଙ୍କ ଆତ୍ମହତ୍ୟା
author img

By

Published : Oct 10, 2020, 6:16 PM IST

ରାଇରଙ୍ଗପୁର: ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ବଣକାଟୀ ପଞ୍ଚାୟତର ଉଦାଳିକୁଦର ଗ୍ରାମର ଛିତା ମୁର୍ମୁ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବିଷାକ୍ତ କୀଟନାଶକ ଔଷଧ ଖାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ବିଷ ପିଇକରି ମହିଳାଙ୍କ ଆତ୍ମହତ୍ୟା

ଏନେଇ ବାଦାମପାହାଡ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.