ETV Bharat / state

ମାଂସ ତରକାରୀ ରନ୍ଧାକୁ ନେଇ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

author img

By

Published : Jul 10, 2022, 7:47 AM IST

ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ । ମାଂସ ତରକାରୀ ରନ୍ଧାକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ବାମୀ । ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

ମାଂସ ତରକାରୀ ସାଜିଲା କାଳ, ସ୍ତ୍ରୀକୁ ପିଟିପିଟି ମାରିଦେଲା ପିଶାଚ ସ୍ବାମୀ

ରାଇରଙ୍ଗପୁର: ସାମାନ୍ୟ ମାଂସ ତରକାରୀ ରନ୍ଧାକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ବିସ୍ଥାପିତ ବସ୍ତିରେ । ଅଭିଯୁକ୍ତକୁ ଗିରଫ କରି ବାରିପଦାରୁ ସାଇଣ୍ଟିଫକ ଟିମ ସହ ଅଧିକ ତଦନ୍ତ ଜାରି ରଖିଛି ଠାକୁରମୁଣ୍ଡା ଥାନା ପୋଲିସ ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ସ୍ବାମୀ ଗିରିଶ ଦେହୁରୀ ଏବଂ ସ୍ତ୍ରୀ ଭୁଲି ଦେହୁରୀଙ୍କ ମଧ୍ୟରେ ମାଂସ ତରକାରୀ ରନ୍ଧାକୁ ନେଇ ଝଗଡ଼ା ହୋଇଥିଲା । ଏହାକୁ ନେଇ ସ୍ତ୍ରୀକୁ ଏକ ଲୁହା ପାଇପରେ ପିଟିପିଟି ନିର୍ମମ ହତ୍ୟା କରିଥିଲା ଗିରିଶ । ଶନିବାର ଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ମୃତକଙ୍କ ମା’ ମିନା ଦେହୁରୀ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.