ETV Bharat / state

'ଜନତାଙ୍କ ମଙ୍ଗଳ ପାଇଁ ସରକାରଙ୍କ ସହ ହେବ ସଂଗ୍ରାମ' - rairangpur

ସାରା ରାଜ୍ୟରେ ବହୁଛି ନିର୍ବାଚନୀ ହାୱା। ଏପଟେ ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବେ ଚଳଚଞ୍ଚଳ।

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 16, 2019, 11:44 PM IST

ରାଇରଙ୍ଗପୁର: ସାରା ରାଜ୍ୟରେ ବହୁଛି ନିର୍ବାଚନୀ ହାୱା। ଚଳିତ 2019 ମହାଲଢେଇର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ମତଦାନ ହେବ। ତେବେ ଏହି କ୍ରମରେ ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବେ ଚଳଚଞ୍ଚଳ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ତେବେ କେଉଁ ମୁଦ୍ଦା ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କ ନିକଟତର ହେଉଛନ୍ତି ଜେଏମଏମ ( ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ସେ ନେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ମୂର୍ମୂଙ୍କ ସହ ଅଧିକ ଆଲୋଚନା କରିଥିଲେ 'ଇଟିଭି ଭାରତ' ପ୍ରତିନିଧି ସଞ୍ଜୟ କୁମାର ପରିଡା।

ଘରକୁ ଘରୁ ବୁଲି ନେତାଏଁ ଭୋଟ ଭିକ୍ଷା କରୁଥିବାବେଳେ 5 ବର୍ଷ ପାଇଁ ନେତାଙ୍କୁ ବାଛିବାକୁ ଜନତାଙ୍କ ଆଗେ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଜନତା କାହାକୁ ଭରସା କରିବେ ? ପ୍ରାର୍ଥୀ ନା ଦଳକୁ ତାହା ତ ଫଳାଫଳ କହିବ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

'ଜନତାଙ୍କ ମଙ୍ଗଳ ପାଇଁ ସରକାରଙ୍କ ସହ ହେବ ସଂଗ୍ରାମ'

ରାଇରଙ୍ଗପୁର: ସାରା ରାଜ୍ୟରେ ବହୁଛି ନିର୍ବାଚନୀ ହାୱା । ଚଳିତ 2019 ମହାଲଢେଇର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ମତଦାନ ହେବାକୁ ଅଛି। ତେବେ ଏହି କ୍ରମରେ ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବେ ଚଳଚଞ୍ଚଳ ।

ତେବେ କେଉଁ ମୁଦ୍ଦା ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କ ନିକଟତର ହେଉଛି ଜେଏମଏମ( ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ସେନେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ମୂର୍ମୂଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସଞ୍ଜୟ କୁମାର ପରିଡା।

ଘରକୁ ଘରୁ ବୁଲି ନେତାଏଁ ଭୋଟ ଭିକ୍ଷା କରୁଥିବାବେଳେ 5 ବର୍ଷ ପାଇଁ ନେତାଙ୍କୁ ବାଛିବାକୁ ଜନତାଙ୍କ ଆଗେ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଜନତା କାହାକୁ ଭରସା କରିବେ? ପ୍ରାର୍ଥୀ ନା ଦଳକୁ ତାହା ତ ଫଳାଫଳ କହିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.