ETV Bharat / state

ଡ୍ରେନ ସମସ୍ୟା ସମାଧାନ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ - mayurbhanj protest

ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ବାରିପଦା- ଲୁଲୁଙ୍ଗ ରାସ୍ତା ତେଲିବିଲା ଛକରେ ରାସ୍ତା ଅବୋରଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଡ୍ରେନ ସମସ୍ୟା ସମାଧାନ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

author img

By

Published : Nov 20, 2020, 1:29 PM IST

ବାରିପଦା: ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ବାରିପଦା ଲୁଲୁଙ୍ଗ ରାସ୍ତାର ତେଲିବିଲା ଛକରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।

ଡ୍ରେନ ସମସ୍ୟା ସମାଧାନ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟାର ବ୍ଲକ କଦଳୀ ବାଡ଼ିଆ ଓ ତେଲିବିଲା ଗ୍ରାମରେ ଦୀର୍ଘଦିନରୁ ରାସ୍ତା କଡରେ ଡ୍ରେନ ସମସ୍ୟା ଓ ନିର୍ମାଣକୁ ନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗ କେହି ଶୁଣୁ ନଥିଲେ । ସମସ୍ୟାର ସମାଧାନ ପାଇଁ ବାରିପଦା ଲୁଲୁଙ୍ଗ ରାସ୍ତାର ତେଲିବିଲା ଛକରେ ରାସ୍ତା ଉପରେ ବାଉଁଶ ବାନ୍ଧି ଟାୟାର ଜାଳି ବସିଛନ୍ତି ।

ତେବେ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ଅଵରୋଧ ପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରେନେଜ ସମସ୍ୟା ସମାଧାନର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.