ETV Bharat / state

ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ - ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ପୌରପରିଷଦ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ବାରିପଦା ସହରରେ ଥିବା ବିଭିନ୍ନ ପାର୍କର ଆୟବ୍ୟୟ ଏବଂ ପାର୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ । ଅଧିକ ପଢ଼ନ୍ତୁ

vigilance raid in baripada municipality office
ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ
author img

By

Published : Feb 15, 2022, 5:16 PM IST

ବାରିପଦା: ପୌରପରିଷଦ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ବାରିପଦା ସହରରେ ଥିବା ବିଭିନ୍ନ ପାର୍କର ଆୟବ୍ୟୟ ଏବଂ ପାର୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ । ପୂର୍ବରୁ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ଥିଲା । ତା ସହିତ ବାରିପଦା ପୌରପାଳିକାର କାର୍ଯ୍ୟଳୟର କାର୍ଯ୍ୟ ଓ କାର୍ଯ୍ୟକାରୀ ଅଧିକାରୀମାନଙ୍କୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଭିଜିଲାନ୍ସ ବିଭାଗ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌ ।

ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଏହି ପୌରପରିଷଦ ଅଞ୍ଚଳରେ ସମସ୍ୟା ଅନେକ ରହିଥିବା ବେଳେ କୌଣସି କାର୍ଯ୍ୟ ହାତକୁ ନିଆଯାଉନାହିଁ । ପୌରପାଳିକା ଅଧୀନରେ ଥିବା ପାର୍କ ଓ ଏଠାରେ ହେଉଥିବା କାର୍ଯ୍ୟ ଅନୁଦାନ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଥିଲା । ଭିଜିଲାନ୍ସ ଟିମ୍‌ ପାର୍କ ଗୁଡିକ ପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରଶ୍ନ କରୁଛି ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସ ସ୍କାନରରେ ରହିଛନ୍ତି ବାରିପଦା ପୌରପାଳିକା ଅଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.