ETV Bharat / state

ଭୋଟଦେଲେ ସୁଦାମ ମାରାଣ୍ଡି - sudam marndi

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସଂରକ୍ଷିତ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁଦାମ ମାରାଣ୍ଡି ବାରିପଦା ସହରର ପୂର୍ଣ୍ଣଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର 44 ନମ୍ବର ବୁଥ ନିଜର ମତାମତ ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଫେସବୁକ@Sudam Marandi
author img

By

Published : Apr 29, 2019, 2:26 PM IST

Updated : Apr 29, 2019, 2:51 PM IST

ମୟୂରଭଞ୍ଜ: ସୋମବାର ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ରାଜ୍ୟର 6 ଲୋକସଭା ଏବଂ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ଚାଲିଛି ଭୋଟଗ୍ରହଣ ଏହିକ୍ରମରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ବାଙ୍ଗିରିପୋଷି ସଂରକ୍ଷିତ ବିଧାନସଭା ପାଇଁ କରାଯାଉଛି ଭୋଟଗ୍ରହଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଆସନର ବିଜେଡି ପ୍ରାର୍ଥୀ ତଥା କ୍ରୀଡା ଓ ଯୁବ ବ୍ୟାପାର ସୁଦାମ ମାରାଣ୍ଡି ବାରିପଦା ସହରର ପୂର୍ଣ୍ଣଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର 44 ନମ୍ବର ବୁଥ ନିଜର ମତାମତ ସାବ୍ୟସ୍ତ କରିଛନ୍ତି । ସେ ନିଜର ଧର୍ମପତ୍ନୀଙ୍କ ସହ ଆସି ଭୋଟ ଦେଇଥିଲେ । ସୁଦାମ 4 ଥର ବିଧାୟକ ଜିତିଥିବା ବେଳେ ଥରେ ମୟୁରଭଞ୍ଜ ସାଂସଦ ମଧ୍ୟ ହୋଇଥିଲେ । ଗତ 2014 ନିର୍ବାଚନରେ ବିଜେଡି ଟିକେଟରେ ବାଙ୍ଗିରିପୋଷି ଆସନରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହେବା ସହ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବ ଦାୟୀତ୍ବ ଗ୍ରହଣ କରିଥିଲେ। ପୁଣିଥରେ ଏଠାରୁ ନିର୍ବାଚନ ଲଢୁଛନ୍ତି ସେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG- ଆସନ୍ତା 10 ରୁ ସମ୍ବଲପୁର ଜିଲ୍ଲାର ଆରମ୍ଭ ହେବ ରବି ଧାନକ୍ରୟ। ଏକର ପିଛା କେତେ କ୍ୱିଣ୍ଟାଲ ଧାନ କ୍ରୟ ର ସୀମା ହୋଇନି ସ୍ତିରୀକୃତ। ଚାଷୀ ଅସନ୍ତୋଷ।
FORMAT-PKG.
REPORTER-BADSAH JUSMAN RANA.
DATE-27-04-19
PLACE-SAMBALPUR.

ANCHOR- ଆସନ୍ତା 10 ତାରିଖରୁ ସମ୍ବଲପୁର  ଜିଲ୍ଲାର ଆରମ୍ଭ ହେବ ଚଳିତ ରବି ଋତୁର ଧାନ କ୍ରୟ। ଏନେଇ ଆଜି ସମ୍ବଲପୁର ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟରେ ଜିଲ୍ଳାପାଳ ନ୍କ ଅଧ୍ୟକ୍ଷତାରେ ଚାଷୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏକର ପିଛା ଗୋଟିଏ ଚାଷୀ କେତେ କ୍ୱିଣ୍ଟାଲ ଧାନ ବିକି ପାରିବ ତାହା ସ୍ପଷ୍ଟ ହୋଇନଥିବାରୁ ଚାଷୀ ଅସନ୍ତୋଷ ଦେଖାଯାଇଛି।

ଭିଓ-1-ଆସନ୍ତା ମଇ ମାସ 10 ତାରିଖରୁ ସମ୍ବଲପୁର ଜିଲ୍ଲା ରେ ଚଳିତ ରବିରୁତୁର ଧାନ କ୍ରୟ ଆରମ୍ଭ ହେବ।ସମ୍ବଲପୁର ଜିଲ୍ଲାର 6 ଟି ବ୍ଳକରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଧାନ କ୍ରୟ ର ବ୍ୟବସ୍ଥା କରାଯିବ। ଏନେଇ ଆଜି ସମ୍ବଲପୁର ଜିଲ୍ଳାପାଳ ଙ୍କ ଅଧ୍ୟକ୍ଷତାରେ ରେ ଚାଷୀ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି।ଚାଷୀ ମାନଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ମଣ୍ଡି ର ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ବାହାର ରାଜ୍ୟର ଧାନ ବିକ୍ରି କରାଯିବାକୁ ଆସୁଥିବାରୁ ସେଠାରେ ଜିଲ୍ଳା ପ୍ରଶାସନ ସତର୍କ ନଜର ରଖିଛି ବୋଲି ଜିଲ୍ଲାପାଳ କହିଛନ୍ତି। ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଯୋଗୁ ଧାନ ଫସଲ ହାନି ହେଉଥିବାରୁ ଡି ଫ ଓ ମାନଙ୍କୁ ଚିଠି କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି। ଏହାସହ ଚାଷୀ ମାନଙ୍କ ସୁବିଧା ପାଇଁ ଅଗାମୀ ଦିନରେ ଉପଖଣ୍ଡ ସ୍ତରୀୟ ଏକ ବୈଠକ ହେବାର ଅଛି ଯେଉଁଥିରେ ଉପଜିଲ୍ଲାପାଳ ମାନଙ୍କ ଉପସ୍ଥିତିରେ  ଚାଷୀମାନେ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ବାଇଟ-1-ଶୁଭମ ସକ୍ସେନା,ଜିଲ୍ଳାପାଳ, ସମ୍ଵଲପୁର।

ଭିଓ-2-ଏପଟେ ଚାଷୀ ମାନଙ୍କ ମଧ୍ୟରେ ଏହି ବୈଠକ ନେଇ ଅସନ୍ତୋଷ ପ୍ରକାଶ ପାଇଛି।ଚାଷୀ ମନେ ଏହି ବୈଠକର କୌଣସି ମୂଲ୍ୟ ନାହିଁ ବୋଲି କହିଛନ୍ତି। ସମ୍ବଲପୁର ଜିଲ୍ଲାର ଚାଷୀ ଏକର ପିଛା କେତେ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ ସେନେଇ କିଛି ସ୍ପଷ୍ଟ ହୋଇନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଜିଲାର ଏକର ପିଛା ଭିନ୍ନ ଭିନ ପରିବେଶ ରେ  ଭିନ୍ନ ଭିନ ପରିମାଣର ଧାନ ଅମଳ ହେଉଥିବାରୁ  ରାଜ୍ୟର ସବୁ ଜିଲାରେ ଏକର ପିଛା ଏକ ରକମର ଧାନ କ୍ରୟ ନୀତି ସରକାର କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଚାଷୀ କୁଳ। ଚାଷୀ ଙ୍କ ଅନୁସାରେ ଭିନ୍ନ ଭିନ୍ନ ଜିଲ୍ଲାର ଏକର ପିଛା କେତେ ଧାନ ଜଣେ ଚାଷୀ ବିକ୍ରି କରି ପାରିବ ତାହା ସେହି ଜିଲ୍ଲା ର ପରିବେଶ ଓ ଚାଷୀ ମାନଙ୍କ ଅନୁସାରେ ହେବା କଥା ଯାହାକୁ ସରକାର କରୁନାହାନ୍ତି।

ବାଇଟ-2-ମୁରାରୀ ପ୍ରସାଦ ପୁରୋହିତ, ସଭାପତି, ସମ୍ଵଲପୁର ଜିଲ୍ଲା କୃଷକ ସଂଘ।
ବାଇଟ-3-ଅଶୋକ ପ୍ରଧାନ, ଆବାହକ, ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ମୟ ସମିତି।

ଫଭିଓ- ଆସନ୍ତା 10 ରୁ ସମ୍ଵଲପୁର ଜିଲ୍ଲା ରେ ଆରମ୍ଭ ହେବ ଚଳିତ ରବି ଋତୁ ର ଧାନ କ୍ରୟ ତେବେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଭିଜୁଆଲ ମଜୋରୁ ଅଫଲୋଡ଼।
Last Updated : Apr 29, 2019, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.