ETV Bharat / state

23 ଦଫା ଦାବି ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - labour group strike for 23 demand

ସୋମବାର 23 ଦଫା ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଭିନ୍ନ ଶ୍ରମିକ ସଂଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 23, 2019, 10:44 PM IST

ବାରିପଦା: 23 ଦଫା ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ସୋମବାର ରାଜ୍ୟବ୍ୟାପୀ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ 23 ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଆଠଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର କୋଇଲା, ଅଶୋଧିତ ତୈଳ, ତୈଳ ବିଶୋଧନାଗାରର ଉତ୍ପାଦିତ ସାମଗ୍ରୀ, ପ୍ରାକୃତିକ ଗ୍ୟାସ, ସାର, ସିମେଣ୍ଟ, ଓ ବିଦ୍ୟୁତ କ୍ଷେତ୍ରରେ ମାନ୍ଦାବସ୍ଥା ଓ ଅଭିବୃଦ୍ଧି ହାର 2 ପ୍ରତିଶତ ମାତ୍ରାକୁ ନେଇ ଏହି ବିକ୍ଷୋଭ କରାଯାଇଛି।

ତେବେ ମୟୂରଭଞ୍ଜ ଭଳି ଏତେ ବଡ ଜିଲ୍ଲାରେ ଗୋଟିଏ ଶ୍ରମ ଅଫିସ ଥିବାରୁ ଶ୍ରମିକମାନଙ୍କ ପଞ୍ଜିକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାର ସବଡିଭିଜନସ୍ତରୀୟ ଶ୍ରମ ଅଫିସ ଖୋଲିବାକୁ ଏହି ବିକ୍ଷୋଭ ଦାବି କରିଛି ସଂଗଠନ। ଏଥିସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ଦାବି କରିଛି ସଂଗଠନ।

ଜିଲ୍ଲାରେ ଥିବା ଓଡିଶା କନଷ୍ଟ୍ରକ୍ସନ, ୱାର୍କସ ୟୁନିୟନ, ସିଆଇଟିୟୁ , ଏସୟୁସିଆଇ ପକ୍ଷରୁ ଶତାଧିକ ଶ୍ରମିକ ବିଭିନ୍ନ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:

Body:23 ଦଫା ଦାବିକୁ ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସଂଗଠନ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ରେ ମଧ୍ୟ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ଥିବା ଓଡିଶା କନଷ୍ଟ୍ରକ୍ସନ , ୱର୍କସ ୟୁନିୟନ, ସିଆଇ ଟି ୟୁ , ଏସ ୟୁ ସି ଆଇ ପକ୍ଷରୁ ଶତାଧିକ ଶ୍ରମିକ ବିଭିନ୍ନ ଦବିନେଇ ଶ୍ରମ ଅଫିସ ଘେରାଉ କରିବା ସହ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୟୁରଭଞ୍ଜ ଭଳି ଏତେ ବଡ ଜିଲ୍ଲାରେ ଗୋଟିଏ ଶ୍ରମ ଅଫିସ ଥୁବାରୁ ଶ୍ରମିକ ମାନଙ୍କ ପଞ୍ଜିକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାର ସବଡିଭିଜନ ସ୍ତରୀୟ ଶ୍ରମ ଅଫିସ ଖୋଲିବା କୁ ଦାବି କରିଛି ସଂଗଠନ। ତେବେ ଆଠଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର କୋଇଲା, ଅଶୋଧିତ ତୈଲ, ତୈଳ ବିସଧନାଗାର ର ଉତ୍ପାଦିତ ସାମଗ୍ରୀ, ପ୍ରାକୃତିକ ଗ୍ୟାସ, ସାର, ସିମେଣ୍ଟ, ଓ ବିଦ୍ୟୁତ କ୍ଷେତ୍ରରେ ମାନ୍ଦାବସ୍ଥା ଓ ଅଭିବୃଦ୍ଧି ହାର 2 ପ୍ରତିଶତ ମାତ୍ରା କୁ ନେଇ ଆନ୍ଦୋଳନ କରାଯାଇଛି। ଏହା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶ୍ରମିକ ଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା କୁ ଦାବି କରିଛି ସଂଗଠନ।
ବାଇଟ-ଶମ୍ଭୁନାଥ ନାୟକ-ପୂର୍ବତନ ବିଧାୟକ-ଜଶିପୁର ନିର୍ବାଚନ ମଣ୍ଡଳୀ
ବାଇଟ-ଅମଲ ଦେ-ଜିଲ୍ଲା ସମ୍ପାଦକ-ସି ଆଇ ଟି ୟୁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.