ETV Bharat / state

ମୟୂରଭଞ୍ଜ ଗସ୍ତରେ ବିଧାନ ସଭାର ଷ୍ଟାଣ୍ଡିଙ୍ଗ କମିଟି: ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବ

author img

By

Published : Nov 8, 2019, 2:03 AM IST

ବିଧାନସଭା ଷ୍ଟାଣ୍ଡିଂ କମିଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଥିଲେ।

ମୟୂରଭଞ୍ଜ ଗସ୍ତରେ ବିଧାନ ସଭାର ଷ୍ଟାଣ୍ଡିଙ୍ଗ କମିଟି: ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବ

ରାଇରଙ୍ଗପୁର: ଷ୍ଟାଣ୍ଡିଂ କମିଟିର ରାଇରଙ୍ଗପୁର ଡାକ୍ତରଖାନା ପରିଦର୍ଶନ। ବିଧାନସଭା ଷ୍ଟାଣ୍ଡିଂ କମିଟି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ରାଇରଙ୍ଗପୁର ଡାକ୍ତରଖାନା ପରିଦର୍ଶନ କରିଥିଲେ I

ବିଧାନସଭା ଷ୍ଟାଣ୍ଡିଂ କମିଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଥିଲେ I ଅଶ୍ଵନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ରାଜକିଶୋର ଦାସ , ବିଧାୟିକା କୁସୁମ ଟେଟେ, ବିଧାୟିକା ବାସନ୍ତୀ ମାରାଣ୍ଡି ପ୍ରମୁଖ ଅଛନ୍ତି ।

ଏହି ଟିମ୍ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତର ଓ ବେଡ ଅଭାବ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ସ୍ବଚ୍ଛତା ଦେଖି ଖୁସି ପ୍ରକାଶ କରିଥିଲେ I ତେବେ ଜିଲ୍ଲା ମେଡିକାଲ ପରିଦର୍ଶନ କାର୍ଯକ୍ରମ ଶେଷ ହେବା ପରେ ବିଧାନସଭାରେ ପରିଦର୍ଶନ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଅଧ୍ୟକ୍ଷ ଅଶ୍ଵନୀ ପାତ୍ର କହିଛନ୍ତି ।

ବୁଧବାର ବିଧାନସଭାର ଏହି ଷ୍ଟାଣ୍ଡିଙ୍ଗ କମିଟି ବାଲେଶ୍ଵର ଗସ୍ତ ସାରି ବାରିପଦାରେ ରାତ୍ରିଯାପନ କରିଥିଲେ । ଗୁରୁବାର ଏହି କମିଟି ବାରିପଦାସ୍ଥିତ ବୃଦ୍ଧା ଆଶ୍ରମ ପରିଦର୍ଶନ କରିଥିଲେ ପରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ପହଞ୍ଚିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଷ୍ଟାଣ୍ଡିଂ କମିଟିର ରାଇରଙ୍ଗପୁର ଡାକ୍ତରଖାନା ପରିଦର୍ଶନ। ବିଧାନସଭା ଷ୍ଟାଣ୍ଡିଂ କମିଟି ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ଆସି ରାଇରଙ୍ଗପୁର ଡାକ୍ତରଖାନା ପରିଦର୍ଶନ କରିଥିଲେ I ବିଧାନସଭା ଷ୍ଟାଣ୍ଡିଂ କମିଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଥିଲେ I ଅଶ୍ଵନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟିରେ ବିଧାୟକ ରାଜକିଶୋର ଦାସ , ବିଧାୟିକା କୁସୁମ ଟେଟେ ,ବିଧାୟିକା ବାସନ୍ତୀ ମାରାଣ୍ଡି ପ୍ରମୁଖ ଏହି ଟିମରେ
ଥିଲେ I ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ଥାଳୟ ପରିଦର୍ଶନ କରି ଡାକ୍ତର ଓ ବେଡ ଅଭାବ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ସ୍ବଚ୍ଛତା ଦେଖି ଖୁସି ବ୍ୟକ୍ତ କରିଥିଲେ I ତେବେ ଜିଲ୍ଲା ମେଡିକାଲ ପରିଦର୍ଶନ କାର୍ଯକ୍ରମ ଶେଷ ହେବାପରେ ବିଧାନସଭାରେ ପରିଦର୍ଶନ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଅଧ୍ୟକ୍ଷ ଅଶ୍ଵନୀ ପାତ୍ର ପ୍ରକାଶ କରିଛନ୍ତି I
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.