ETV Bharat / state

କଲେଜରେ ଅବ୍ୟବସ୍ଥା ପାଇଁ ଜାତୀୟ ରାଜପଥ ଜାମ୍ - ଏସଏସଡି ଯୁକ୍ତ ଦୁଇ ବିଜ୍ଞାନ କଲେଜ

ବାଦାମପାହାଡ଼ ଏସଏସଡି ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଓ ଅଧ୍ୟାପକଙ୍କ ସଂଖ୍ୟ କମ ଥିବାରୁ ଛାତ୍ରୀମାନେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଜଣାଥିଲେ । ମାତ୍ର କୌଣସି ପଦକ୍ଷେପ ନ ନିଆଯିବାରୁ କଲେଜର ଶତାଧିକ ଛାତ୍ରୀ ସ୍ଥାନୀୟ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି ରାଇରଙ୍ଗପୁର
author img

By

Published : Aug 26, 2019, 4:30 PM IST

ରାଇରଙ୍ଗପୁର: କଲେଜରେ ପାଠ ପଢାଇବାକୁ ନାହାନ୍ତି ଅଧ୍ୟାପକ । ପାନୀୟ ଜଳଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଘେରରେ ରହିଛି କଲେଜ । ଏନେଇ ଛାତ୍ରୀମାନେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଲା ପରେ ମଧ୍ୟ କେହି ଶୁଣି ନାହାନ୍ତି । ଫଳରେ ବାଧ୍ୟ ହୋଇ ରାଜରାସ୍ତକୁ ଓହ୍ଲାଇଛନ୍ତି ମହିଳା ମହାବିଦ୍ୟାଳୟର ଛାତ୍ରୀ ।

ଭିଡିଓ ସୌଜନ୍ୟ- ପ୍ରତିନିଧି ରାଇରଙ୍ଗପୁର

ତେବେ ଏହିପରି ଘଟଣା ଘଟଛି ବାଦାମପାହାଡ଼ ଏସଏସଡି ଯୁକ୍ତ ଦୁଇ ବିଜ୍ଞାନ କଲେଜରେ । କଲେଜରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଓ ଅଧ୍ୟାପକଙ୍କ ସଂଖ୍ୟ କମ ଥିବାରୁ ଛାତ୍ରୀମାନେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଜଣାଥିଲେ । ମାତ୍ର କୌଣସି ପଦକ୍ଷପ ନ ନିଆଯିବାରୁ କଲେଜର ଶତାଧିକ ଛାତ୍ରୀ ସ୍ଥାନୀୟ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ସୋମବାର(ଆଜି) ପ୍ରାୟ ଅପରାହ୍ନ ସମୟରେ କଲେଜର ଶତାଧିକ ଛାତ୍ରୀମାନେ ଆସି ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି । ତେବେ ଜାତୀୟ ରାଜପଥ ଅବରୋଧ ହେବାରୁ ରାସ୍ତାର ଦୁଇପଟେ ଶହ ଶହ ଯାନବାହାନ ସବୁ ଅଟକି ଥିବା ଦେଖାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ବାଦାମପାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଲେଜ ଛାତ୍ରୀମାନଙ୍କୁ ବୁଝାସୁଝା କରିଛନ୍ତି । ମାତ୍ର ଛାତ୍ରୀମାନେ ନିଜ ଜିଦରେ ଅଟଳ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାସ୍ତା ଅବରୋଧ ହଟି ନଥିବା ସୂଚନା ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବାଦାମପାହାଡ଼ ଏସଏସ ଡି +୨ ବିଜ୍ଞାନ କଲେଜରେ ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଏବଂ କଲେଜରେ ଅଧ୍ୟାପକ ଓ ଅଧ୍ୟକ୍ଷ ପଦବୀ ପୂରଣ କରିବା ପାଇଁ କଲେଜ ଛାତ୍ରୀ ମାନେ ବାରମ୍ବାର ଉଚ୍ଚ ଅଧିକାରୀ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ସୁଦ୍ଧା କିଛି ସୁଫଳ ନ ମିଳିବାରୁ ଉକ୍ତ କଲେଜ ର ଶତାଧିକ ଛାତ୍ରୀ ଙ୍କ ୨୨୦ ନଂ ଜାତୀୟ ରାଜପଥ ଅବରୋଧ। ତେବେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝଲଡୁଙ୍ଗୁରୀ ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥ ରେ। ସୂଚନା ଅନୁଯାୟୀ କଲେଜ ରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ତଥା କଲେଜରେ ଉପଯୁକ୍ତ ଅଧ୍ୟାପକ ନ ଥିବାରୁ ଏବଂ ଅଧ୍ୟକ୍ଷ ପଦରେ କେହି ନଥିବାରୁ ଛାତ୍ରୀମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଥିପ୍ରତି ଉଚ୍ଚାଧିକାରୀ କର୍ଣ୍ଣପାତ ନ କରିବାରୁ ଆଜି ଦିନ ପ୍ରାୟ ସାଢେ଼ ଏଗାର ଟା ସମୟରେ ଶତାଧିକ ଛାତ୍ରୀ ମାନେ ଆସି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତେବେ ଜାତୀୟ ରାଜପଥ ଅବରୋଧ ହେବାରୁ ରାସ୍ତା ର ଦୁଇପଟେ ଶହ ଶହ ଯାନବାହାନ ସବୁ ଅଟକି ଥିବା ଦେଖାଯାଇଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବାଦାମପାହାଡ଼ ଥାନା ଅଧୀନରେ ଘଟଣାସ୍ଥଳରେ ପହଞ୍ଚି କଲେଜ ଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଛାତ୍ରୀମାନେ ନିଜ ଜିଦ୍ ରେ ଅଟଳ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାସ୍ତା ଅବରୋଧ ହଟିନଥିବା ସୂଚନା ମିଳିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.