ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ତୁଷାରପାତ - snowfall in sismilipal park

ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଶିମିଳିପାଳ ଅଭୟାରଣ୍ୟରେ ବର୍ଷର ପ୍ରଥମ ବରଫପାତ ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶିମିଳିପାଳ ଅଭୟାରଣ୍ୟରେ ତୁଷାର ପାତ
ଶିମିଳିପାଳ ଅଭୟାରଣ୍ୟରେ ତୁଷାର ପାତ
author img

By

Published : Jan 13, 2020, 2:11 PM IST

ବାରିପଦା: ଖସୁଛି ପାରଦ, ବଢୁଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଧୀରେ ଧୀରେ ପାରଦ ଖସିବାକୁ ଲାଗିଛି । ଏହାର ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ବର୍ଷର ପ୍ରଥମ ବରଫପାତ ଦେଖିବାକୁ ମିଳିଛି ।

ଶିମିଳିପାଳ ଅଭୟାରଣ୍ୟରେ ତୁଷାର ପାତ

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା କୋର ଅଞ୍ଚଳର କୁମାରୀ, ବାର କାମୁଡ଼ା, ଉପର ବାର କାମୁଡ଼ା ଅଞ୍ଚଳରେ ତୁଷାରପାତ ହୋଇଛି । ସବୁଜ ଘାସର ଗାଲିଚାରେ ଧଳା କାକର ବୁନ୍ଦା ମନରେ ସତେଜତା ଭରିଦେଇଛି । ଖାସ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଜାରିରହିଛି । ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ତୁଷାର ପାତ। ଧୀରେ ଧୀରେ ପାରଦ ନିମ୍ନ ଗାମୀ ହେବାସହ ତୁଷାର ପାତ ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା କୋର ଅଞ୍ଚଳର କୁମାରୀ , ବାର କାମୁଡ଼ା , ଉପର ବାର କାମୁଡ଼ା ଅଂଚଳରେ ତୁଷାର ପଡିବାସହ ଶିମିଳିପାଳ ଅଂଚଳରେ ରହୁଥିବା ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ସକାଳୁ ଏ ସବୁ ଅଞ୍ଚଳରେ ଥିବା ଘାସ ଗଲିଚା ସହ ଗଛ ପତ୍ରରେ ତୁଷାର ପାତ ରେ ଘୋଡେଇ ହେଇରହିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.