ETV Bharat / state

ଶିମିଳିପାଳରୁ ୬ ଶିକାରୀ ଗିରଫ, ୪ ଦେଶୀ ବନ୍ଧୁକ ଓ ବିସ୍ଫୋରକ ଜବତ

ଶିମିଳିପାଳ ଅଭୟାରଣ୍ୟରୁ ଶିକାର ପାଇଁ ଯାଇଥିବା ୬ ଜଣ ଶିକାରୀକୁ ଗିରଫ କଲା ଡୁକୁରା ବନ ବିଭାଗ। ଏହା ସହ ୪ ଟି ଦେଶୀ ବନ୍ଧୁକ, ବିସ୍ଫୋରକ ସହ ଶିକାର ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ବନ ବିଭାଗ। ଅଧିକ ପଢନ୍ତୁ...

author img

By

Published : Sep 23, 2020, 10:23 AM IST

Six guns, explosives sized and four Hunters were arrested from Shimlapal
ଶିମିଳିପାଳରୁ ୪ ଦେଶୀ ବନ୍ଧୁକ, ବିସ୍ଫୋରକ ଜବତ ସହ ୬ ଶିକାରୀ ଗିରଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ଶିକାର ପାଇଁ ଯାଇଥିବା ୬ ଜଣ ଶିକାରୀକୁ ଗିରଫ କଲା ଡୁକୁରା ବନ ବିଭାଗ। ଏହା ସହ ୪ ଟି ଦେଶୀ ବନ୍ଧୁକ, ବିସ୍ଫୋରକ ସହ ଶିକାର ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ବନ ବିଭାଗ। ଡୁକୁରା ରେଞ୍ଜ ପକ୍ଷରୁ ମଙ୍ଗଳବାର ଦିନ ପାଟ୍ରୋଲିଂ ଜାରି ରହିଥିବା ବେଳେ ଅଭୟାରଣ୍ୟର କୁଆଝର ନିକଟକୁ ଶିକାର ପାଇଁ ଯାଉଥିବା ୬ ଜଣ ଶିକାରୀଙ୍କୁ ବନକର୍ମଚାରୀ ଅଭୟାରଣ୍ୟର ଚାରିଛକ ଠାରେ ଗିରଫ କରିଥିଲେ ।

ସେମାନଙ୍କ ନିକଟରୁ ୪ ଗୋଟି ଦେଶୀ ବନ୍ଧୁକ , ୧୦୦ ଗ୍ରାମ ବିସ୍ଫୋରକ ସହିତ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀଗୁଡ଼ିକୁ ଜବତ କରିଥିଲେ । ଗିରଫ ୬ ଅଭିଯୁକ୍ତ ଉଦଳା ଥାନା ଅଧିନସ୍ଥ କାଶିକୁଣ୍ଡଳା ଗ୍ରାମର ବୋଲି ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.