ETV Bharat / state

ଶିମିଳିପାଳରେ ନିଆଁ, ବନ କର୍ମଚାରୀଙ୍କ ଛୁଟି ବାତିଲ କଲେ ବାରିପଦା ଡିଏଫଓ

author img

By

Published : Mar 8, 2021, 9:10 PM IST

ଶିମିଳିପାଳରେ ନିଆଁ । ବନ କର୍ମଚାରୀଙ୍କ ଛୁଟି ବାତିଲ କଲେ ବାରିପଦା ଡିଏଫଓ । ଅଧିକ ପଢନ୍ତୁ....

Similipal Fire: Baripada DFO Cancels Staff Leaves, Warns Of Immediate Arrest For Setting Forest Ablaze
ଶିମିଳିପାଳରେ ନିଆଁ, ବନ କର୍ମଚାରୀଙ୍କ ଛୁଟି ବାତିଲ କଲେ ବାରିପଦା ଡିଏଫଓ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ସମେତ ବାରିପଦା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାରେ ବିଫଳ ବନ ବିଭାଗ। ତେବେ ବାରିପଦା ବନଖଣ୍ଡ ଅଧୀନରେ କାର୍ଯ୍ୟରତ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ବାରିପଦା ଡିଏଫଓ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ବାତିଲ କରିଛନ୍ତି ଡିଏଫଓ ।

ବନ କର୍ମଚାରୀଙ୍କ ସହ ଆଜିଠାରୁ ବାରିପଦା ବନଖଣ୍ଡରେ ୧୦୦ ଜଣ ଅସ୍ଥାୟୀ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ବନ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.