ETV Bharat / state

କୋରୋନା ପ୍ରଭାବ: ଆଜିଠୁ ଶିମିଳିପାଳ ବନ୍ଦ - coronavirus symptoms

ବୁଧବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ। କୋରୋନା ଭୂତାଣୁ ସଂକ୍ରମିତ ରୋକିବାକୁ ରାଜ୍ୟ ସରକାର ବନ୍ଦ କଲେ ଅଭୟାରଣ୍ୟ । ଅଧିକ ପଢନ୍ତୁ...

Shimlipal Sanctuary is closed
କୋରୋନା ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ
author img

By

Published : Mar 18, 2020, 11:25 AM IST

Updated : Mar 18, 2020, 11:31 AM IST

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ। ମାରାତ୍ମକ କୋରୋନା ଭୂତାଣୁ ରୋକିବାକୁ ରାଜ୍ୟ ସରକାର କଡା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି। ମାର୍ଚ୍ଚ 18 ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ଶିମିଳିପାଳ ଅଭୟାରଣ୍ୟ।

କୋରୋନା ପ୍ରଭାବ: ଆଜିଠୁ ଶିମିଳିପାଳ ବନ୍ଦ

କୋରୋନା ଭୂତାଣୁ ସଂକ୍ରମିତ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନଭେମ୍ବର 1 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଥିଲା । ବର୍ଷା ଋତୁ ପୂର୍ବରୁ ଅର୍ଥାତ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଥାଏ ଅଭୟାରଣ୍ୟ। ତେବେ କୋରୋନା ପାଇଁ ବୁଧବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 18, 2020, 11:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.