ETV Bharat / state

ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

author img

By

Published : Sep 6, 2020, 12:28 PM IST

ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଧାରଣା । ଗ୍ରାଚ୍ୟୁଇଟି ଓ ଫାଇନାଲ ପେନସନ ମିଳିନଥିବା ଅଭିଯୋଗରେ ଜଣାଇଲେ ପ୍ରତିବାଦ । ଅଧିକ ପଢନ୍ତୁ.....

retired electricians on protest in rairangpur
ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ରାଇରଙ୍ଗପୁର : ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଧାରଣା । ମୟୁରଭଞ୍ଜ ରାଇରଙ୍ଗପୁର ଡିଭିଜନର ଅବସରପ୍ରାପ୍ତ ନେସ୍କୋ ବିଦ୍ୟୁତ କର୍ମଚାରୀ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ଅବସରର ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାଚ୍ୟୁଇଟି ଓ ଫାଇନାଲ ପେନସନ ମିଳିନଥିବା ଅଭିଯୋଗ ହୋଇଛି । ଯଦି, ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନକୁ ତୀବ୍ରତର କରିବା ନେଇ ଚେତାବନୀ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.