ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲା ରାଇରଙ୍ଗପୁର ବିଜେପି ମହିଳା ମୋର୍ଚ୍ଚା

author img

By

Published : Aug 5, 2020, 8:49 PM IST

ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଜେପି ମହିଳା ମୋର୍ଚ୍ଚା ।

କେନ୍ଦ୍ରମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଇରଙ୍ଗପୁର ବିଜେପି ମହିଳା ମୋର୍ଚ୍ଚା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ମହିଳା ମୋର୍ଚ୍ଚାର ଦୀପ ପ୍ରଜ୍ବଳନ । ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଜେପି ମହିଳା ମୋର୍ଚ୍ଚା ।

ଏଥି ସହିତ ସାରା ଭାରତ ବର୍ଷ କୋରୋନା ମୁକ୍ତ ହେବା ନେଇ ବିଜେପି ମହିଳା ମୋର୍ଚ୍ଚା ଦୀପ ପ୍ରଜ୍ବଳନ କରିଥିଲେ । ଏହି ଅବସରରେ ରାମ ମନ୍ଦିରର ଭୂମିପୂଜନ ମଧ୍ୟ ସୁଚାର ରୂପେ ସମ୍ପାଦନ ହେବା କାମନା କରି ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.